କନକ ବ୍ୟୁରୋ: କେନ୍ଦୁଝର ସୁଆକାଟି ଫାଣ୍ଡି ତଳକଇଁସାରି ଗାଁରେ ଚାଂଚଲ୍ୟ । ଦାଦାକୁ ହତ୍ୟା କରି କଟା ମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ କରିଛି ପୁତୁରା ।
ଘରୋଇ କଳିରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ନୃଶଂସତାର ସବୁ ସୀମା ଟପିଯାଇଛି ପୁତୁରା । ଦାଦାଙ୍କୁ ମାରି କଟାମୁଣ୍ଡ ଧରି ଥାନାରେ ପହଂଚିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/04/12/knxEHRKaYxIRRhYzDcnG.jpg)