କନକ ବ୍ୟୁରୋ : ଆରମ୍ଭ ହେଲା ଧନୁଯାତ୍ରା ପାଇଁ କଂସ ଚୟନ ପ୍ରକ୍ରିୟା। ଏଥିପାଇଁ ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲରେ ଧନୁଯାତ୍ରା କମିଟି ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଅଡିସନରେ ସାମିଲ ହୋଇଛନ୍ତି ୪ ଜଣ। ଭୁବନେଶ୍ବର ପଧାନ, ଜଗଦାନନ୍ଦ ମିଶ୍ର, ଆର୍ତ୍ତତ୍ରାଣ ସୁନାନି ଓ ସୁଶୀଲ ମେହେର ଅଡିସନ୍ରେ ସାମିଲ ହୋଇଛନ୍ତି । ତିନି ଜଣ ଜୁରୀ ମେମ୍ବରଙ୍କ ଦ୍ଵାରା ଚୟନ କଂସ ହେବ । ୨୦୨୨ ମସିହାରେ ଦ୍ଵିତୀୟରୁ ପଞ୍ଚମ ସ୍ଥାନ ମଧ୍ୟରେ ଥିବା ଚାରି ଜଣଙ୍କ ମଧ୍ୟରେ ଚୟନ ପ୍ରକ୍ରିୟା କରାଯିବ। ହୃଷିକେଶ ଭୋଇ ଏଥର ବାଦ୍ ପଡ଼ିବା ପରେ ନୂଆ କଂସ ଚୟନ କରାଯାଉଛି ।
ହୃଷିକେଶ ଭୋଇ ବାଦ ପଡିବା ପରେ କିଏ ହେବେ ନୂଆ କଂସ ? ଧନୁଯାତ୍ରା ପାଇଁ ଆରମ୍ଭ ହେଲା କଂସ ଚୟନ ପ୍ରକ୍ରିୟା, ଅଡିସନ ପାଇଁ ପହଞ୍ଚିଲେ ୪ ଜଣ
ତିନି ଜଣ ଜୁରୀ ମେମ୍ବରଙ୍କ ଦ୍ଵାରା ଚୟନ କଂସ ହେବ । ୨୦୨୨ ମସିହାରେ ଦ୍ଵିତୀୟରୁ ପଞ୍ଚମ ସ୍ଥାନ ମଧ୍ୟରେ ଥିବା ଚାରି ଜଣଙ୍କ ମଧ୍ୟରେ ଚୟନ ପ୍ରକ୍ରିୟା କରାଯିବ। ହୃଷିକେଶ ଭୋଇ ଏଥର ବାଦ୍ ପଡ଼ିବା ପରେ ନୂଆ କଂସ ଚୟନ କରାଯାଉଛି ।
/kanak/media/media_files/2024/12/01/E4Ltev5n1dqJceB6eCsO.jpg)