ଗ୍ରେଡର ନୋଏଡା ପରେ ହାଇଦ୍ରାବାଦ, ପାରିବାରିକ କଳହରୁ ଗର୍ଭବତୀ ପତ୍ନୀଙ୍କୁ ମାରି କାଟି ଫିଙ୍ଗିଦେଲା ସଇତାନ ସ୍ବାମୀ

ପାରିବାରିକ କଳହରୁ ଗର୍ଭବତୀ ପତ୍ନୀଙ୍କୁ ମାରି କାଟି ଫିଙ୍ଗିଦେଲା ସଇତାନ ସ୍ବାମୀ । ଅଭିଯୁକ୍ତ ଗିରଫ

ଗର୍ଭବତୀ ପତ୍ନୀକୁ କାଟି ଫିଙ୍ଗିଦେଲା

ଗର୍ଭବତୀ ପତ୍ନୀକୁ କାଟି ଫିଙ୍ଗିଦେଲା Photograph: (KanakNews)

କନକ ବ୍ୟୁରୋ: ଗ୍ରେଡର ନୋଏଡା ପରେ ହାଇଦ୍ରାବାଦରୁ ଆସିଲା ଆଉ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ପାରିବାରିକ ଝଗଡ଼ା ପରେ ୫ ମାସର ଗର୍ଭବତୀ ପତ୍ନୀକୁ ମାରି କାଟି ଫିଙ୍ଗିଦେଲା ସ୍ବାମୀ। ମୃତ ମହିଳା ଜଣକ ୨୧ ବଷୀୟା  ହୋଇଥିବା ବେଳେ ସଇତାନ ସ୍ବାମୀ ଜଣକର ବୟସ ୨୭ ବର୍ଷ ।

ପୁଲିସ୍ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି । ସେପଟେ ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ଘଟିଥିବା ଲୋମହର୍ଷଣକାରୀ ହତ୍ୟାକାଣ୍ଡରେ ମୃତକ ନିକ୍କିଙ୍କ ସ୍ବାମୀଙ୍କୁ ଗିରଫ କରାଯାଇଛି । ନିକିଙ୍କ ଶାଶୁବି ଗିରଫ ହୋଇଛନ୍ତି। ୩୫ ଲକ୍ଷ ଟଙ୍କାର ଯୌତୁକ ପାଇଁ ନିକ୍କିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe