କନକ ବ୍ୟୁରୋ: ଗ୍ରେଡର ନୋଏଡା ପରେ ହାଇଦ୍ରାବାଦରୁ ଆସିଲା ଆଉ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ପାରିବାରିକ ଝଗଡ଼ା ପରେ ୫ ମାସର ଗର୍ଭବତୀ ପତ୍ନୀକୁ ମାରି କାଟି ଫିଙ୍ଗିଦେଲା ସ୍ବାମୀ। ମୃତ ମହିଳା ଜଣକ ୨୧ ବଷୀୟା ହୋଇଥିବା ବେଳେ ସଇତାନ ସ୍ବାମୀ ଜଣକର ବୟସ ୨୭ ବର୍ଷ ।
ପୁଲିସ୍ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି । ସେପଟେ ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ଘଟିଥିବା ଲୋମହର୍ଷଣକାରୀ ହତ୍ୟାକାଣ୍ଡରେ ମୃତକ ନିକ୍କିଙ୍କ ସ୍ବାମୀଙ୍କୁ ଗିରଫ କରାଯାଇଛି । ନିକିଙ୍କ ଶାଶୁବି ଗିରଫ ହୋଇଛନ୍ତି। ୩୫ ଲକ୍ଷ ଟଙ୍କାର ଯୌତୁକ ପାଇଁ ନିକ୍କିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/08/25/murder-2025-08-25-08-07-05.jpg)