ତୁରନ୍ତ ଛାଡ଼ କ୍ବାର୍ଟର୍ସ … ବାଣୀବିହାର ହଷ୍ଟେଲରୁ ଅଣଛାତ୍ର ଉଚ୍ଛେଦ ପରେ ଏବେ କ୍ବାର୍ଟର୍ସ ପାଳି , ଜାରି ହେଲା ନୋଟିସ୍

ହଷ୍ଟେଲରୁ ଅଣଛାତ୍ର ଉଚ୍ଛେଦ ପରେ ଏବେ ବିଦା ହେବେ ସରକାରୀ କ୍ୱାର୍ଟର ମାଡ଼ି ବସିଥିବା ଲୋକ । ଜାରି କରାଯାଇଛି ନୋଟିସ୍ ।

quater

quater Photograph: (KanakNews)

କନକ ବ୍ୟୁରୋ : ବାଣୀବିହାର କ୍ୟାମ୍ପସରୁ ହଟିବ ବେଆଇନ୍‌ କ୍ବାର୍ଟର୍ସ । ହଷ୍ଟେଲରୁ ଅଣଛାତ୍ର ଉଚ୍ଛେଦ ପରେ ଏବେ ବିଦା ହେବେ ସରକାରୀ କ୍ୱାର୍ଟର ମାଡ଼ି ବସିଥିବା ଲୋକ । ଜାରି କରାଯାଇଛି ନୋଟିସ୍ । ଆଜି ସୁଦ୍ଧା କ୍ୱାର୍ଟର ଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲି ବେଆଇନ୍ ସରକାରୀ କ୍ୱାର୍ଟର ଖାଲି ହେବ । ପୁଲିସ ଲଗାଇ କ୍ୱାର୍ଟର ଖାଲି କରିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୁଲିସ ଫୋର୍ସ ମାଗିଥିବା ୫ ନମ୍ବର ଜୋନ୍ ଏସିପି ସୂଚନା ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe