କନକ ବ୍ୟୁରୋ : ବାଣୀବିହାର କ୍ୟାମ୍ପସରୁ ହଟିବ ବେଆଇନ୍ କ୍ବାର୍ଟର୍ସ । ହଷ୍ଟେଲରୁ ଅଣଛାତ୍ର ଉଚ୍ଛେଦ ପରେ ଏବେ ବିଦା ହେବେ ସରକାରୀ କ୍ୱାର୍ଟର ମାଡ଼ି ବସିଥିବା ଲୋକ । ଜାରି କରାଯାଇଛି ନୋଟିସ୍ । ଆଜି ସୁଦ୍ଧା କ୍ୱାର୍ଟର ଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲି ବେଆଇନ୍ ସରକାରୀ କ୍ୱାର୍ଟର ଖାଲି ହେବ । ପୁଲିସ ଲଗାଇ କ୍ୱାର୍ଟର ଖାଲି କରିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୁଲିସ ଫୋର୍ସ ମାଗିଥିବା ୫ ନମ୍ବର ଜୋନ୍ ଏସିପି ସୂଚନା ଦେଇଛନ୍ତି ।
ତୁରନ୍ତ ଛାଡ଼ କ୍ବାର୍ଟର୍ସ … ବାଣୀବିହାର ହଷ୍ଟେଲରୁ ଅଣଛାତ୍ର ଉଚ୍ଛେଦ ପରେ ଏବେ କ୍ବାର୍ଟର୍ସ ପାଳି , ଜାରି ହେଲା ନୋଟିସ୍
ହଷ୍ଟେଲରୁ ଅଣଛାତ୍ର ଉଚ୍ଛେଦ ପରେ ଏବେ ବିଦା ହେବେ ସରକାରୀ କ୍ୱାର୍ଟର ମାଡ଼ି ବସିଥିବା ଲୋକ । ଜାରି କରାଯାଇଛି ନୋଟିସ୍ ।
/kanak/media/media_files/2025/09/10/quater-2025-09-10-19-03-59.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)