ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବୟାନ ପରେ ବିଚଳିତ ପାକିସ୍ତାନ,ପିଓକେ ରେ ପାକିସ୍ତାନ ମୁତୟନ କରିବ ଏଜିକେ ଫୋର୍ସ ।

Advertisment

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଙ୍କ ବୟାନ ପରେ ବିଚଳିତ ପାକିସ୍ତାନ । ପ୍ରତିରକ୍ଷାମନ୍ତ୍ରୀଙ୍କ ବୟାନ ପରେ ପାକିସ୍ତାନ କରିବାକୁ ଯାଉଛି ନୂଆ ଯୋଜନା । ରାଜନାଥ ସିଂହ କହିଛନ୍ତି ପିଓକେ ର ଲୋକମାନେ ନିଜ ଇଚ୍ଚା ରେ ଭାରତରେ ଯୋଗଦେବେ

Updated On

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଙ୍କ ବୟାନ ପରେ ବିଚଳିତ ପାକିସ୍ତାନ । ପ୍ରତିରକ୍ଷାମନ୍ତ୍ରୀଙ୍କ ବୟାନ ପରେ ପାକିସ୍ତାନ କରିବାକୁ ଯାଉଛି ନୂଆ ଯୋଜନା । ରାଜନାଥ ସିଂହ କହିଛନ୍ତି ପିଓକେ ର ଲୋକମାନେ ନିଜ ଇଚ୍ଚା ରେ ଭାରତରେ ଯୋଗଦେବେ

ଅଦ୍ୟତନ ହୋଇଛି
rajnath

କନକବ୍ୟୁରୋ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଙ୍କ  ବୟାନ ପରେ ବିଚଳିତ ପାକିସ୍ତାନ । ପ୍ରତିରକ୍ଷାମନ୍ତ୍ରୀଙ୍କ ବୟାନ ପରେ ପାକିସ୍ତାନ କରିବାକୁ ଯାଉଛି ନୂଆ ଯୋଜନା । ରାଜନାଥ ସିଂହ କହିଛନ୍ତି ପିଓକେ ର ଲୋକମାନେ ନିଜ ଇଚ୍ଚା ରେ ଭାରତରେ ଯୋଗଦେବେ। ରବିବାର ଦିନ,ଜମ୍ମୁ-କାଶ୍ମୀରର ବାନିହାଲରେ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରିବାବେଳେ ରାଜନାଥ ସିଂ କହିଛନ୍ତି ଯେ “ପାକିସ୍ତାନ ସରକାର ପିଓକେ କୁ ବିଦେଶୀ ଅଞ୍ଚଳ ବୋଲି ମାନନ୍ତି। 
ପାକିସ୍ତାନର ଏଏସଜି (ଅତିରିକ୍ତ ସଲିସିଟର ଜେନେରାଲ) ନିଜେ ଏକ ଏଫିଡେଭିଟରେ ଏହା କହିଛନ୍ତି। ପିଓକେ ପାଇଁ ପାକସ୍ତାନ ର ଚାଲ । ପିଓକେ ରେ ପାକିସ୍ତାନ ମୂତୟନ କରିବ ଏଜିକେ ଫୋର୍ସ ଏହାକୁ ସ୍ପଷ୍ଟ କରିଛନ୍ତି ପିଓକେ ର ରାଷ୍ଟ୍ରପତି ସୁଲତାନ ମେହେମୁଦ ଚୈଧୁରୀ । ଏଜିକେ ହେଉଛି ଏକ ନୁତନ ପାରା -ସାମରିକ ଶକ୍ତି ଏବଂ ଏଥିରେକେବଳ ପିଓକେ ର ଯୁବକ ମାନେ ହିଁ ହେବେ । ନିକଟରେ ପିଓକେ ରେ ଦେଖାଯାଇଥିଲା  ଅସ୍ଥରିତା । ପାକିସ୍ତାନ ସରକାର ଙ୍କ ବିପକ୍ଷରେ ନରାବାଜି କରୁଥିଲେ ପିଓକେ ବାସିନ୍ଦା ଏମିତିକି ପାକିସ୍ତାନ ରେଂଜରସ୍ସ ଙ୍କୁ ମଧ୍ୟ ଖୋଲାଖୋଲି ବିରୋଧ କରୁଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe