ଦୀର୍ଘ ୨୫ ବର୍ଷ ପରେ ଖୋଲିଲା ରାଧାନାଥ ପାଠାଗାର । ଗଞ୍ଜାମ ଜିଲ୍ଲା ପଦ୍ମନାଭପୁର ଗ୍ରାମରେ ୨୫ ବର୍ଷ ହେବ ବନ୍ଦ ଥିଲା ଏହି ପାଠାଗାର

Advertisment

ଉକ୍ତ ଉଦଘାଟନ ଉତ୍ସବ ରେ ପଦ୍ମନାଭପୁରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ସହ   ଏଥିରେ ସମାଜସେବୀ କେଶବ ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଶିକ୍ଷକ ନାରାୟଣ ପାତ୍ର ,  ବୁଦ୍ଧ ରେଡ୍ଡୀ, ପ୍ରଦୀପ ମହାପାତ୍ର,ସମିତି ସଭ୍ୟା  ସୁନୀତା ରେଡ୍ଡୀ, ନାୟବ ସରପଞ୍ଚ ଅରୁଣ ପ୍ରଧାନ , ମନୋଜ ଚୌଧୁରୀ, ତ୍ରିପତୀ ସୁବୁଦ୍ଧି,ବଜରଙ୍ଗ ଦଳ ର ଉପ ସଭାପତି ସନ୍ତୋଷ ଜାନୀ ଓ ସମ୍ପାଦକ ଭଗବାନ ସେଠୀ ତଥା ଗ୍ରାମର ବହୁ ବିଶିଷ୍ଟ  ବ୍ୟକ୍ତି ସଂମାନିୟ ଅତିଥି ଭାବରେ ଯୋଗଦେଇ ପାଠାଗାର ଉଦଘାଟନ ଉତ୍ସବ କୁ ସଫଳ କରିଥିଲେ ।

erefdf

କନକ ବ୍ୟୁରୋ : ବଜରଙ୍ଗ ଦଳର  ସଦସ୍ୟ ମାନଙ୍କ ଉଦ୍ୟମରେ  ସମାଜସେବୀ  କେଶବ ରାଓ ଉକ୍ତ ପାଠାଗାରକୁ  ଉଦଘାଟନ କରିଥିଲେ. ଉକ୍ତ ଉଦଘାଟନ ଉତ୍ସବ ରେ ପଦ୍ମନାଭପୁରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ସହ   ଏଥିରେ ସମାଜସେବୀ କେଶବ ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଶିକ୍ଷକ ନାରାୟଣ ପାତ୍ର ,  ବୁଦ୍ଧ ରେଡ୍ଡୀ, ପ୍ରଦୀପ ମହାପାତ୍ର,ସମିତି ସଭ୍ୟା  ସୁନୀତା ରେଡ୍ଡୀ, ନାୟବ ସରପଞ୍ଚ ଅରୁଣ ପ୍ରଧାନ , ମନୋଜ ଚୌଧୁରୀ, ତ୍ରିପତୀ ସୁବୁଦ୍ଧି,ବଜରଙ୍ଗ ଦଳ ର ଉପ ସଭାପତି ସନ୍ତୋଷ ଜାନୀ ଓ ସମ୍ପାଦକ ଭଗବାନ ସେଠୀ ତଥା ଗ୍ରାମର ବହୁ ବିଶିଷ୍ଟ  ବ୍ୟକ୍ତି ସଂମାନିୟ ଅତିଥି ଭାବରେ ଯୋଗଦେଇ ପାଠାଗାର ଉଦଘାଟନ ଉତ୍ସବ କୁ ସଫଳ କରିଥିଲେ । ପାଠାଗାର ଉଦଘାଟନ କୁ ପଞ୍ଚାୟତ ବାସି ସର୍ବସାଧାରଣ ରେ ପ୍ରଶଂସା କରିବା ସହ  ବଜରଙ୍ଗଦଳକର୍ମୀମାନଙ୍କୁ ସାଧୁବାଦ ଜଣାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe