ଚାମ୍ପିଅନ୍ସ ଟ୍ରଫିରେ ଇଂଲଣ୍ଡ ବିପକ୍ଷରେ ଆଫଗାନିସ୍ତାନର ଐତିହାସିକ ବିଜୟ । ହାରିବା ପରେ ସେମି ଫାଇନାଲରୁ ବାଦ ପଡିଲା ଇଂଲଣ୍ଡ

ବିଜୟ ସହ ସେମିଫାଇନାଲ ଦୌଡରେ ଆଫଗାନିସ୍ତାନ । ପ୍ରଥମ ବ୍ୟାଟିଂ କରି ୩୨୬ ରନର ଟାର୍ଗେଟ ଦେଇଥିଲା ଆଫଗାନିସ୍ତାନ। ଦଳ ମାତ୍ର ୩୭ ରନରେ ତିନିଟି ୱିକେଟ ହରାଇ ବ୍ୟାକଫୁଟରେ ପଡିଯାଇଥିଲା ଆଫଗାନିସ୍ତାନ।

afsdfsdaf

କନକ ବ୍ୟୁରୋ : ଚାମ୍ପିଅନ୍ସ ଟ୍ରଫିରେ ଇଂଲଣ୍ଡ ବିପକ୍ଷରେ ଆଫଗାନିସ୍ତାନର ଐତିହାସିକ ବିଜୟ। ପାଣିରେ ପଡିଲା ରୁଟଙ୍କ ଶତକ। ପରାଜୟ ପରେ ସେମିରୁ ବାଦ ପଡିଲା ଇଂଲଣ୍ଡ। ବିଜୟ ସହ ସେମିଫାଇନାଲ ଦୌଡରେ ଆଫଗାନିସ୍ତାନ । ପ୍ରଥମ ବ୍ୟାଟିଂ କରି ୩୨୬ ରନର ଟାର୍ଗେଟ ଦେଇଥିଲା ଆଫଗାନିସ୍ତାନ। ଦଳ ମାତ୍ର ୩୭ ରନରେ ତିନିଟି ୱିକେଟ ହରାଇ ବ୍ୟାକଫୁଟରେ ପଡିଯାଇଥିଲା ଆଫଗାନିସ୍ତାନ। ପରେ ଦଳ ପକ୍ଷୁରୁ ଇବ୍ରାହିନ ଜର୍ଡାନ ଜବରଦସ୍ତ ବ୍ୟାଟିଂ କରିଥିଲେ। ୧୪୬ ବଲରୁ ୧୨ ଚୌକା, ୬ ଛକା ସହ ୧୭୭ ରନ କରିଥିଲେ। ଶେଷରେ ୭ ୱିକେଟ ବିନିମୟରେ ଦଳ ୩୨୫ ରନ କରିବାରେ ସକ୍ଷମ ହୋଇଥିଲା। ୩୨୬ ରନର ବିଶାଳ ଲକ୍ଷକୁ ପିଛା କରି  ଇଂଲଣ୍ଡ ୩୧୭ ରନରେ କରିବାରେ ସକ୍ଷମ ହୋଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe