କନକ ବ୍ୟୁରୋ: ବିଧାନସଭା ପ୍ରଶ୍ନୋତ୍ତର ଆରମ୍ଭରୁ ହଟ୍ଟଗୋଳ । ସିଆରପି , ବ୍ୟାଙ୍କ ମିତ୍ରଙ୍କ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଲେ ବିଜେଡି ଓ ବ୍ୟାଙ୍କ ମିତ୍ରଙ୍କ ଆନ୍ଦୋଳନ ଓ ସେମାନଙ୍କ ନାର୍ଯ୍ୟ ଦାବି କଥା ଉଠାଇ ବାଚସ୍ପତିଙ୍କ ପୋଡିଅମ ପାଖକୁ ଯାଇ ହୋହାଲ୍ଲା କରିଥିଲେ ବିରୋଧୀ ଦଳ । ମୋସନ ଜରିଆରେ ପ୍ରସଙ୍ଗ ବାବଦରେ ଆଲୋଚନା କରିବାକୁ ବାଚସ୍ପତି କହିଥିଲେ ବି କିଛି ଶୁଣିନଥିଲେ ବିରୋଧୀ । ଫଳରେ ବାଧ୍ୟ ହୋଇ ଗୃହକୁ ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us