କନକ ବ୍ୟୁରୋ: ବିଧାନସଭା ପ୍ରଶ୍ନୋତ୍ତର ଆରମ୍ଭରୁ ହଟ୍ଟଗୋଳ । ସିଆରପି , ବ୍ୟାଙ୍କ ମିତ୍ରଙ୍କ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଲେ ବିଜେଡି ଓ ବ୍ୟାଙ୍କ ମିତ୍ରଙ୍କ ଆନ୍ଦୋଳନ ଓ ସେମାନଙ୍କ ନାର୍ଯ୍ୟ ଦାବି କଥା ଉଠାଇ ବାଚସ୍ପତିଙ୍କ ପୋଡିଅମ ପାଖକୁ ଯାଇ ହୋହାଲ୍ଲା କରିଥିଲେ ବିରୋଧୀ ଦଳ । ମୋସନ ଜରିଆରେ ପ୍ରସଙ୍ଗ ବାବଦରେ ଆଲୋଚନା କରିବାକୁ ବାଚସ୍ପତି କହିଥିଲେ ବି କିଛି ଶୁଣିନଥିଲେ ବିରୋଧୀ । ଫଳରେ ବାଧ୍ୟ ହୋଇ ଗୃହକୁ ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କଲେ।
ବିରୋଧୀଙ୍କ ହଙ୍ଗାମାକୁ ନେଇ ଗୃହ ମୁଲତବୀ ; ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି।
ବିଧାନସଭା ପ୍ରଶ୍ନୋତ୍ତର ଆରମ୍ଭରୁ ହଟ୍ଟଗୋଳ । ସିଆରପି , ବ୍ୟାଙ୍କ ମିତ୍ରଙ୍କ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଲେ ବିଜେଡି ଓ ବ୍ୟାଙ୍କ ମିତ୍ରଙ୍କ ଆନ୍ଦୋଳନ ଓ ସେମାନଙ୍କ ନାର୍ଯ୍ୟ ଦାବି କଥା ଉଠାଇ ବାଚସ୍ପତିଙ୍କ ପୋଡିଅମ ପାଖକୁ ଯାଇ ହୋହାଲ୍ଲା କରିଥିଲେ ବିରୋଧୀ ଦଳ ।
/kanak/media/media_files/2024/12/10/wZ0ggAAghtIVCPpgU9zc.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)