ଚାଲିଛି ମହାପ୍ରଭୁ ଜଗନ୍ନାଥଙ୍କ  ଆଡ଼ପ ବିଜେ । ପାଛୋଟି ଆଣୁଛନ୍ତି ସେବାୟତ, ଭକ୍ତିରେ ବିଭୋର ଭକ୍ତ

ରତ୍ନବେଦିରୁ ବାହାରିଥିବା ମହାପ୍ରଭୁ ବିଜେ କଲେ ଜନ୍ମବେଦିକୁ । ଭାଇ ଭଉଣୀଙ୍କୁ ସାଙ୍ଗରେ ମହାପ୍ରଭୁ ପହଞ୍ଚିଲେ ମାଉସୀ ମାଆ ଘରେ ।

FAFSFSFSF

କନକ ବ୍ୟୁରୋ : ସବୁ ପ୍ରତିକ୍ଷାର ଅନ୍ତ ଘଟିଛି । ମାଉସୀ ବାଡିକୁ ବିଜେ କରିଛନ୍ତି ତିନି ଠାକୁର । ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କଲେ ମହାପ୍ରଭୁ ଜଗନ୍ନାଥ  । ରତ୍ନବେଦିରୁ ବାହାରିଥିବା ମହାପ୍ରଭୁ ବିଜେ କଲେ ଜନ୍ମବେଦିକୁ । ଭାଇ ଭଉଣୀଙ୍କୁ ସାଙ୍ଗରେ ମହାପ୍ରଭୁ ପହଞ୍ଚିଲେ ମାଉସୀ ମାଆ ଘରେ । ଏନେଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ବେଶ ଭିଡ଼ ଜମିଛି ଶ୍ରଦ୍ଧାଳୁଙ୍କର । ଦୁଇ ଦିନ ହେବ ରଥାରୁଢ ରହିବା ପରେ ଶ୍ରୀଜିଉ ଆଜି ବିଜେ କଲେ ଆଡପମଣ୍ଡପକୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe