କନକ ବ୍ୟୁରୋ : ସବୁ ପ୍ରତିକ୍ଷାର ଅନ୍ତ ଘଟିଛି । ମାଉସୀ ବାଡିକୁ ବିଜେ କରିଛନ୍ତି ତିନି ଠାକୁର । ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କଲେ ମହାପ୍ରଭୁ ଜଗନ୍ନାଥ । ରତ୍ନବେଦିରୁ ବାହାରିଥିବା ମହାପ୍ରଭୁ ବିଜେ କଲେ ଜନ୍ମବେଦିକୁ । ଭାଇ ଭଉଣୀଙ୍କୁ ସାଙ୍ଗରେ ମହାପ୍ରଭୁ ପହଞ୍ଚିଲେ ମାଉସୀ ମାଆ ଘରେ । ଏନେଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ବେଶ ଭିଡ଼ ଜମିଛି ଶ୍ରଦ୍ଧାଳୁଙ୍କର । ଦୁଇ ଦିନ ହେବ ରଥାରୁଢ ରହିବା ପରେ ଶ୍ରୀଜିଉ ଆଜି ବିଜେ କଲେ ଆଡପମଣ୍ଡପକୁ ।
ଚାଲିଛି ମହାପ୍ରଭୁ ଜଗନ୍ନାଥଙ୍କ ଆଡ଼ପ ବିଜେ । ପାଛୋଟି ଆଣୁଛନ୍ତି ସେବାୟତ, ଭକ୍ତିରେ ବିଭୋର ଭକ୍ତ
ରତ୍ନବେଦିରୁ ବାହାରିଥିବା ମହାପ୍ରଭୁ ବିଜେ କଲେ ଜନ୍ମବେଦିକୁ । ଭାଇ ଭଉଣୀଙ୍କୁ ସାଙ୍ଗରେ ମହାପ୍ରଭୁ ପହଞ୍ଚିଲେ ମାଉସୀ ମାଆ ଘରେ ।
/kanak/media/media_files/2025/06/29/dsfgsddsd-2025-06-29-21-25-00.png)