କନକ ବ୍ୟୁରୋ : ଚାଲିପାରୁନୀ ସଂସଦ. ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଆଜି ମଧ୍ୟ ଅଚଳାବସ୍ଥ ଦେଖାଦେଇଛି । ଆଦାନୀ ଲାଞ୍ଚ ପ୍ରସଙ୍ଗ ଉଠାଇ ବିରୋଧୀ ପ୍ରବଳ ହଟ୍ଟଗୋଳ କରିବା ସହ ପ୍ରଥମେ ଦି ୧୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରାଯାଇଥିଲା । କିଛି ସମୟର ବିରତି ପରେ ଗୃହ ଚାଲିବା ପରେ ପୁଣି ବିରୋଧୀ ହଙ୍ଗାମା କରିବାକୁ ଯୋଗୁଁ ଆସନ୍ତାକାଲି ପର୍ଯ୍ୟନ୍ତ ଉଭୟ ଗୃହକୁ ମୁଲବତୀ ରଖାଯାଇଛି
ଶୀତ ଅଧିବେଶନର ୫ମଦିନରେ ମଧ୍ୟ ଚାଲିପାରିଲାନି ସଂସଦ । ଆଦାନୀ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଲେ ବିରୋଧୀ
ଆଦାନୀ ଲାଞ୍ଚ ପ୍ରସଙ୍ଗ ଉଠାଇ ବିରୋଧୀ ପ୍ରବଳ ହଟ୍ଟଗୋଳ କରିବା ସହ ପ୍ରଥମେ ଦି ୧୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରାଯାଇଥିଲା ।
/kanak/media/media_files/2024/12/02/BskWo76KLJ6Rm2OjDDVD.jpg)