କନକ ବ୍ୟୁରୋ: ସଂସଦର ଶୀତ ଅଧିବେଶନକୁ ଗରମ ରଖିଛି ଆଦାନୀ ପ୍ରସଙ୍ଗ । ପ୍ରଥମ ସପ୍ତାହ ପରି ଦ୍ବିତୀୟ ସପ୍ତାହରେ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ସୋମବାର ଗୃହ କାର୍ୟ୍ୟ ଆରମ୍ଭ ପୂର୍ବରୁ ହିଁ ବିରୋଧୀ ସାଂସଦ ପରିସରରେ ପ୍ଲାକାର୍ଡ ଧରି ପ୍ରଦର୍ଶନ କରିଛନ୍ତି । ମୁହଁରେ ମୋଦୀ-ଆଦାନୀ ମୁଖା ପିନ୍ଧି ଜୋରଦାର ପ୍ରଦର୍ଶନ କରିଛନ୍ତି । ଆମେରିକା ଆଣିଥିବା ଲାଞ୍ଚ ଅଭିଯୋଗ ମାମଲାରେ ତଦନ୍ତ ଦାବିରେ ବିରୋଧୀଙ୍କ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।
ସଂସଦରେ ଆଦାନୀ ତାତି ; ଲାଞ୍ଚ ନେବା ମାମଲାର ତଦନ୍ତ ଦାବି କଲେ ବିରୋଧୀ
ସଂସଦର ଶୀତ ଅଧିବେଶନକୁ ଗରମ ରଖିଛି ଆଦାନୀ ପ୍ରସଙ୍ଗ। ଲାଞ୍ଚ ଅଭିଯୋଗ ମାମଲାରେ ତଦନ୍ତ ଦାବିରେ ବିରୋଧୀଙ୍କ ବିକ୍ଷୋଭ ପ୍ରଦର୍ଶନ। ମୁହଁରେ ମୋଦୀ-ଆଦାନୀ ମୁଖା ପିନ୍ଧି ସ୍ଲୋଗାନ ଦେଲେ ସାଂସଦ।
/kanak/media/media_files/2024/12/09/si0nKKIxuxOgIx46ROho.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)