କନକ ବ୍ୟୁରୋ : ଅଭିନେତ୍ରୀ ସୁନା ସ୍ମଗଲି ମାମଲାରେ ସିବିଆଇର ଏଣ୍ଟ୍ରିଂ । ମାମଲାରେ ଏକାଧିକ ଏଫଆଇଆର ରୁଜୁ କରିବା ସହ ସିବିଆଇ ହାତରେ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଲାଗିଛି । ଚର୍ଚ୍ଚା ହେଉଥିଲା ସୁନା ସ୍ମଗଲିଂ ଦୁବାଇରୁ ୟୁରୋପ ଓ ଆମେରିକା ପର୍ୟଁନ୍ତ ଲମ୍ବିଛି । ଯାହାର ପ୍ରମାଣ ଏବେ ସିବିଆଇକୁ ମିଳିଛି । ସେପଟେ ଡିଆରଆଇ ରାନ୍ୟାଙ୍କୁ ରିମାଣ୍ଡରେ ନେଇ ଜେରା କରି ଗୋଟେ ପଟେ ଗୋଟେ ସତ ଉଗାରୁଛି । ସ୍ମଗଲିଂରେ କନ୍ନଡ ସିନେ ଇଣ୍ଡଷ୍ଟ୍ରି ଓ କର୍ଣ୍ଣାଟକ ରାଜନୀତିର କିଛି ବିଶିଷ୍ଠ ଲୋକଙ୍କ ହାତଥିବା ନେଇ ସନ୍ଦେହ ଉପଜିବା ପରେ ବିଭିନ୍ନ ଦିଗରେ ତଦନ୍ତ କରାଯାଉଛି ।
ଅଭିନେତ୍ରୀ ରାନ୍ୟା ରାଓ ସୁନା ସ୍ମଗଲିଂ ମାମଲାରେ ସିବିଆଇର ଏଣ୍ଟ୍ରି, ଏକାଧିକ ଅପରାଧିକ ମାମଲା ରୁଜୁ ପରେ ତଦନ୍ତ ଜୋରଦାର
ଯାହାର ପ୍ରମାଣ ଏବେ ସିବିଆଇକୁ ମିଳିଛି । ସେପଟେ ଡିଆରଆଇ ରାନ୍ୟାଙ୍କୁ ରିମାଣ୍ଡରେ ନେଇ ଜେରା କରି ଗୋଟେ ପଟେ ଗୋଟେ ସତ ଉଗାରୁଛି । ସ୍ମଗଲିଂରେ କନ୍ନଡ ସିନେ ଇଣ୍ଡଷ୍ଟ୍ରି ଓ କର୍ଣ୍ଣାଟକ ରାଜନୀତିର କିଛି ବିଶିଷ୍ଠ ଲୋକଙ୍କ ହାତଥିବା ନେଇ ସନ୍ଦେହ ଉପଜିବା ପରେ ବିଭିନ୍ନ ଦିଗରେ ତଦନ୍ତ କରାଯାଉଛି ।
/kanak/media/media_files/2025/03/08/RxnLI5eRDGVwaVnsBtMe.jpg)