କନକ ବ୍ୟୁରୋ : ଭୁବନେଶ୍ୱରରେ ଅଳ୍ପକେ ବଞ୍ଚିଲେ ଅଭିନେତ୍ରୀ ଲୁମରୈନା ଶତପଥୀ । ଗାଈକୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାର ଶିକାର ହୋଇଛନ୍ତି ଅଭିନେତ୍ରୀ। ଭୁବନେଶ୍ୱର ପଟିଆ ଛକରେ ଘଟିଛି ଏହି ଘଟଣା । ରାସ୍ତାରେ ବୁଲା ଗାଈ ଗୋରୁ ଯୋଗୁ ଦୁଘଟଣା ଘଟିଲା ବୋଲି କହିଛନ୍ତି ଅଭିନେତ୍ରୀ । ତେବେ ଅଭିନେତ୍ରୀ ଆହତ ହୋଇଥିବା ବେଳେ ଗାଈ ସୁରକ୍ଷିତ ଅଛନ୍ତି । ଦୁର୍ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ପୂର୍ବରୁ ମଧ୍ୟ ରାସ୍ତାରେ ବୁଲା ଗାଈ ଗୋରୁ ବୁଲିବା ନେଇ ଅନେକ ଲୋକ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏହାକୁ ରୋକିବା ନେଇ ପ୍ରଶାସନ ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି ।
ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ଅଭିନେତ୍ରୀ ଲୁମରୈନା ଶତପଥୀ : ଗାଈକୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାର ଶିକାର
ଗାଈକୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାର ଶିକାର ହୋଇଛନ୍ତି ଅଭିନେତ୍ରୀ । ଭୁବନେଶ୍ୱର ପଟିଆ ଛକରେ ଘଟିଛି ଏହି ଘଟଣା । ରାସ୍ତାରେ ବୁଲା ଗାଈ ଗୋରୁ ଯୋଗୁ ଦୁଘଟଣା ଘଟିଲା ବୋଲି କହିଛନ୍ତି ଅଭିନେତ୍ରୀ ।
/kanak/media/media_files/2025/10/07/actress-2025-10-07-18-04-49.jpg)