ବିବାହ ବନ୍ଧନରେ ବାନ୍ଧିହେଲେ ଚୁଲୁବୁଲି ନାୟିକା ଏଲିନା । ପୁରୁଷ ବନ୍ଧୁ ଅନୁରାଗଙ୍କ ସହ ଇଣ୍ଡୋନେସିଆ ବାଲିରେ ସରିଲା ବାହାଘର

Advertisment

ବିବାହ ବନ୍ଧନରେ ବାନ୍ଧିହେଲେ ଓଲିଉଡର ଚୁଲବୁଲି ନାୟିକ ଏଲିନା ସାମନ୍ତରାୟ । ଇଣ୍ଡୋନେସିଆ ବାଲିର ଏକ ହୋଟେଲରେ ବିଧିବଦ୍ଧ ଭାବେ ପ୍ରେମିକ ଅନୁରାଗ ପଣ୍ଡାଙ୍କ ହାତ ଧରିଛନ୍ତି ଏଲିନା ।

ବିବାହ ବନ୍ଧନରେ ବାନ୍ଧିହେଲେ ଓଲିଉଡର ଚୁଲବୁଲି ନାୟିକ ଏଲିନା ସାମନ୍ତରାୟ । ଇଣ୍ଡୋନେସିଆ ବାଲିର ଏକ ହୋଟେଲରେ ବିଧିବଦ୍ଧ ଭାବେ ପ୍ରେମିକ ଅନୁରାଗ ପଣ୍ଡାଙ୍କ ହାତ ଧରିଛନ୍ତି ଏଲିନା ।

elina

କନକବ୍ୟୁରୋ : ବିବାହ ବନ୍ଧନରେ ବାନ୍ଧିହେଲେ ଓଲିଉଡର ଚୁଲବୁଲି ନାୟିକ ଏଲିନା ସାମନ୍ତରାୟ  । ଇଣ୍ଡୋନେସିଆ ବାଲିର ଏକ ହୋଟେଲରେ ବିଧିବଦ୍ଧ ଭାବେ ପ୍ରେମିକ ଅନୁରାଗ ପଣ୍ଡାଙ୍କ ହାତ ଧରିଛନ୍ତି ଏଲିନା  ।  ଦୀର୍ଘ ସମୟ ଧରି ପ୍ରେମ ସଂପର୍କରେ ରହିବା ପରେ ଦୁହେଁ ବିବାହ କରିଛନ୍ତି । ଏହି ବିବାହ ଉତ୍ସବରେ ଦୁଇ ପରିବାରର ନିକଟସ୍ଥ ସମ୍ପର୍କୀୟ ଉପସ୍ଥିତ ରହିଥିଲେ  ।

ଏଲିନା ଓ ଅନୁରାଗଙ୍କ ବିବାହ ଖବର ସମସ୍ତଙ୍କୁ ଚମକେଇ ଦେଇଛି  । ଏଲିନା ଏକ ରିଅଲିଟି ସୋରୁ ବିଜେତା ହୋଇ ୨୦୧୫ରେ ଓଡ଼ିଆ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ  । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଇସ୍କୁ ତୁହି ତୁ  ।  ଏହାପରେ ଅନେକ ଓଡ଼ିଆ ଓ ବଙ୍ଗଲା ଫିଲ୍ମରେ ଅଭିନୟ କରି ଢେର ପ୍ରଶଂସା ସାଉଁଟିଛନ୍ତି  ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe