ଅଭିନେତା ଗୋବିନ୍ଦାଙ୍କ ଗୋଡରେ ଗୁଳି ବାଜିବା ଘଟଣା । ଝିଅ ଟିନାଙ୍କ ବୟାନ ରେକର୍ଡ କଲା କ୍ରାଇମବ୍ରାଞ୍ଚ

Advertisment

କେମିତି ଓ କେଉଁ ପରିସ୍ଥିତିରେ ଗୋବିନ୍ଦାଙ୍କ ବନ୍ଧୁକରୁ ଗୁଳି ଫୁଟିଥିଲା ଏନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ସେପେଟ ଗୋବିନ୍ଦା ସୁସ୍ଥ ଥିବା ବେଳେ ଖୁବଶୀଘ୍ର ମେଡ଼ିକାଲରୁ ଡିସଚାର୍ଜ ହେବେ ବୋଲି ତାଙ୍କ ପତ୍ନୀ ସୁନୀତା କହିଛନ୍ତି ।  

କେମିତି ଓ କେଉଁ ପରିସ୍ଥିତିରେ ଗୋବିନ୍ଦାଙ୍କ ବନ୍ଧୁକରୁ ଗୁଳି ଫୁଟିଥିଲା ଏନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ସେପେଟ ଗୋବିନ୍ଦା ସୁସ୍ଥ ଥିବା ବେଳେ ଖୁବଶୀଘ୍ର ମେଡ଼ିକାଲରୁ ଡିସଚାର୍ଜ ହେବେ ବୋଲି ତାଙ୍କ ପତ୍ନୀ ସୁନୀତା କହିଛନ୍ତି ।  

kljghj

କନକ ବ୍ୟୁରୋ :  ନିଜ ବନ୍ଧୁକ ଗୁଳିରେ ବଲିଉଡ଼ ସୁପରଷ୍ଟାର ଗୋବିନ୍ଦା ଆହତ ହେବା ଘଟଣା। ଝିଅର ବୟାନ ରେକର୍ଡ କରିବା ସହ ଗୋବିନ୍ଦା ଚିକିତ୍ସିତ ହେଉଥିବା ମେଡ଼ିକାଲରେ ପହଁଚିଛି କ୍ରାଇମବ୍ରାଞ୍ଚ ଟିମ୍ । କେମିତି ଓ କେଉଁ ପରିସ୍ଥିତିରେ ଗୋବିନ୍ଦାଙ୍କ ବନ୍ଧୁକରୁ ଗୁଳି ଫୁଟିଥିଲା ଏନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ସେପେଟ ଗୋବିନ୍ଦା ସୁସ୍ଥ ଥିବା ବେଳେ ଖୁବଶୀଘ୍ର ମେଡ଼ିକାଲରୁ ଡିସଚାର୍ଜ ହେବେ ବୋଲି ତାଙ୍କ ପତ୍ନୀ ସୁନୀତା କହିଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe