କନକ ବ୍ୟୁରୋ : ନିଜ ବନ୍ଧୁକ ଗୁଳିରେ ବଲିଉଡ଼ ସୁପରଷ୍ଟାର ଗୋବିନ୍ଦା ଆହତ ହେବା ଘଟଣା। ଝିଅର ବୟାନ ରେକର୍ଡ କରିବା ସହ ଗୋବିନ୍ଦା ଚିକିତ୍ସିତ ହେଉଥିବା ମେଡ଼ିକାଲରେ ପହଁଚିଛି କ୍ରାଇମବ୍ରାଞ୍ଚ ଟିମ୍ । କେମିତି ଓ କେଉଁ ପରିସ୍ଥିତିରେ ଗୋବିନ୍ଦାଙ୍କ ବନ୍ଧୁକରୁ ଗୁଳି ଫୁଟିଥିଲା ଏନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ସେପେଟ ଗୋବିନ୍ଦା ସୁସ୍ଥ ଥିବା ବେଳେ ଖୁବଶୀଘ୍ର ମେଡ଼ିକାଲରୁ ଡିସଚାର୍ଜ ହେବେ ବୋଲି ତାଙ୍କ ପତ୍ନୀ ସୁନୀତା କହିଛନ୍ତି ।
ଅଭିନେତା ଗୋବିନ୍ଦାଙ୍କ ଗୋଡରେ ଗୁଳି ବାଜିବା ଘଟଣା । ଝିଅ ଟିନାଙ୍କ ବୟାନ ରେକର୍ଡ କଲା କ୍ରାଇମବ୍ରାଞ୍ଚ
କେମିତି ଓ କେଉଁ ପରିସ୍ଥିତିରେ ଗୋବିନ୍ଦାଙ୍କ ବନ୍ଧୁକରୁ ଗୁଳି ଫୁଟିଥିଲା ଏନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ସେପେଟ ଗୋବିନ୍ଦା ସୁସ୍ଥ ଥିବା ବେଳେ ଖୁବଶୀଘ୍ର ମେଡ଼ିକାଲରୁ ଡିସଚାର୍ଜ ହେବେ ବୋଲି ତାଙ୍କ ପତ୍ନୀ ସୁନୀତା କହିଛନ୍ତି ।