ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରଗରମ ରାଜନୀତି । ପ୍ରାର୍ଥି ତାଲିକା ଜାରି ପରେ ବଢ଼ିଲା ବୟାନବାଜି ।

Advertisment

ପର୍ଯ୍ୟାୟକ୍ରମେ ତାଲିକା ଜାରି କରୁଛନ୍ତି କଂଗ୍ରେସ ଓ ବିଜେପି । ସମସ୍ତ ୭୦ ଆସନ ପାଇଁ ନାଁ ଘୋଷଣା କରିସାରିଛି ଆମ ଆଦମୀ ପ୍ରାର୍ଥୀ ।

ପର୍ଯ୍ୟାୟକ୍ରମେ ତାଲିକା ଜାରି କରୁଛନ୍ତି କଂଗ୍ରେସ ଓ ବିଜେପି । ସମସ୍ତ ୭୦ ଆସନ ପାଇଁ ନାଁ ଘୋଷଣା କରିସାରିଛି ଆମ ଆଦମୀ ପ୍ରାର୍ଥୀ ।

ତାଲିକା ଜାରି, ବଢ଼ିଲା ବୟାନବାଜି

ତାଲିକା ଜାରି, ବଢ଼ିଲା ବୟାନବାଜି Photograph: (kanaknews)

କନକ ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରଗରମ ରାଜନୀତି । ବିଜେପି, ଆମ, କଂଗ୍ରେସ ପର୍ଯ୍ୟାୟକ୍ରମେ ପ୍ରାର୍ଥୀ ତାଲିକା ଜାରି କରୁଥିବାବେଳେ ଆପ ସମସ୍ତ ୭୦ଆସନ ପାଇଁ ନାଁ ଘୋଷଣା କରିସାରିଛି । ଏହା ଭିତରେ ଆରମ୍ଭ ହୋଇଛି ବୟାନବାଜୀ । ବିଜେପି କହିଛି ଏଥରକ ଦିଲ୍ଲୀରେ ଶେଷ ହେବ ଆମ ଆଦମୀ ପାର୍ଟିର ଅତ୍ୟାଚାର । 

ଦୀଲ୍ଲିବାସୀ ଦୁର୍ନୀତିମୁକ୍ତ ସରକାରଙ୍କ କବଳରୁ ମୁକ୍ତ ହେବେ । କେଜ୍ରିୱାଲ ଓ ଆତିସୀ ହାଇପ୍ରୋଫାଇଲ ଆସନରୁ ଲଢ଼ିଲେ ମଧ୍ୟ ହାରିବା ସୁନିଶ୍ଚିତ ବୋଲି ବିଜେପି ଦୃଢୋକ୍ତି ପ୍ରକାଶ କରିଛି । ଗତକାଲି ବିଜେପି ୨୯ଜଣିଆ ପ୍ରାର୍ଥୀଙ୍କୁ ନେଇ ତାଲିକା ଜାରି କରିଛି । କଂଗ୍ରେସ  ଓ ବିଜେପି ସହ କଡା ଟକ୍କର ଦେବାକୁ ହାଇପ୍ରୋଫାଇଲ ଚେହେରାଙ୍କୁ ନିର୍ବାଚନ ମଇଦାନରେ ଓହ୍ଲାଉଛି ଦଳ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe