କେନ୍ଦ୍ରର ନିର୍ଦ୍ଦେଶ ପରେ ରାଜ୍ୟରେ ଆକ୍ସନ, ପାକିସ୍ତାନୀଙ୍କୁ ଖୋଜି ଖୋଜି କରାଯାଉଛି ବିଦା

Advertisment

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଦେଶର ବିଭିନ୍ନ ସ୍ଥାନରୁ ଅନେକ ବେଆଇନ ପାକିସ୍ତାନୀ ବାହାରୁ ଥିବା ଦେଖିବାକୁ ମିଳିଛି । ସୀମାନ୍ତ ରାଜ୍ୟ ଗୁଡିକରେ ଏମାନେ ବର୍ଷ ବର୍ଷ ଧରି ରହିଆସୁଥିଲେ । ଏବେ ସେମାନଙ୍କୁ ଚିହ୍ନଟ ଓ ବିଦା କରିବା ପ୍ରକ୍ରିୟ ଆରମ୍ଭ ହୋଇଛି । ସେପଟେ ସାର୍କ ଭିସା ନେଇ ଭାରତ ଆସିଥିବା ପାକିସ୍ତାନୀଙ୍କୁ ମଧ୍ୟ ୱାଘା ସୀମା ଦେଇ ବିଦା କରାଯାଉଛି । ଅନେକ ପାକିସ୍ତାନୀ ନାଗରିକ ଭାରତ ସରକାରଙ୍କ ଏହି ନିୟମକୁ ବିରୋଧ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । 

sfdgsdfgsdfd

କନକ ବ୍ୟୁରୋ : ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଭାରତର ସମସ୍ତ ରାଜ୍ୟରୁ ପାକିସ୍ତାନୀଙ୍କୁ ଖୋଜି ତୁରନ୍ତ ବିଦା କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ଯାହାର ଆକ୍ସନ ଶନିବାର ପ୍ରାୟ ସବୁ ରାଜ୍ୟରେ ଦେଖିବାକୁ ମିଳିଛି । ପହଲଗାମ ଆକ୍ରମମଣ ପ୍ରତିଶୋଧ ସହ ପାକିସ୍ତାନର ମେରୁଦଣ୍ଡକୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସୀମାରେ ସେନା ଆଉ ଦେଶ ଭିତରେ ସରକାର ଲାଗି ପଡିଛନ୍ତି ପାକିସ୍ତାନୀଙ୍କୁ ଦେଶରୁ ବିଦା କରିବାରେ । ଓଡ଼ିଶାରୁ ଆସାମ, ପଶ୍ଚିମବଙ୍ଗ ଓ ଗୁଜରାଟ ସବୁଠି ଚାଲିଛି ଘନଘନ ରେଡ୍ । 

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଦେଶର ବିଭିନ୍ନ ସ୍ଥାନରୁ ଅନେକ ବେଆଇନ ପାକିସ୍ତାନୀ ବାହାରୁ ଥିବା ଦେଖିବାକୁ ମିଳିଛି । ସୀମାନ୍ତ ରାଜ୍ୟ ଗୁଡିକରେ ଏମାନେ ବର୍ଷ ବର୍ଷ ଧରି ରହିଆସୁଥିଲେ । ଏବେ ସେମାନଙ୍କୁ ଚିହ୍ନଟ ଓ ବିଦା କରିବା ପ୍ରକ୍ରିୟ ଆରମ୍ଭ ହୋଇଛି । ସେପଟେ ସାର୍କ ଭିସା ନେଇ ଭାରତ ଆସିଥିବା ପାକିସ୍ତାନୀଙ୍କୁ ମଧ୍ୟ ୱାଘା ସୀମା ଦେଇ ବିଦା କରାଯାଉଛି । ଅନେକ ପାକିସ୍ତାନୀ ନାଗରିକ ଭାରତ ସରକାରଙ୍କ ଏହି ନିୟମକୁ ବିରୋଧ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । 

ଭାରତରେ ରହି ଆତଙ୍କୀ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ବିଦେଶୀଙ୍କୁ ତଡିବା ପ୍ରକ୍ରିୟା ଜୋରସୋରରେ ଚାଲିଛି । କେନ୍ଦ୍ର ସରକାର ପହଲଗାମର ପ୍ରତିଶୋଧ ନେବା ପାଇଁ କୋଠର ଭୂମିକା ଆପଣେଇଛନ୍ତି । ଯାହା ପାକିସ୍ତାନର ମେରୁଦଣ୍ଡ ଭାଙ୍ଗିବାରେ ବେଶ ସହାୟ ହେବ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe