ଭିସୁଟ୍‌ରେ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଭିନ୍ନ ଭିନ୍ନ କାରଣ ପାଇଁ ୧୦୦ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ଭିସୁଟ୍ କର୍ତ୍ତୃପକ୍ଷ

Advertisment

୧୦୦ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ଭିସୁଟ୍ କର୍ତ୍ତୃପକ୍ଷ । ୫ ଜଣଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ।

୧୦୦ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ଭିସୁଟ୍ କର୍ତ୍ତୃପକ୍ଷ । ୫ ଜଣଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ।

ଭିସୁଟ୍‌ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଭିସୁଟ୍‌ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ Photograph: (kanakNews)

କନକ ବ୍ୟୁରୋ:  ସମ୍ବଲପୁର ଭିସୁଟ୍‌ରେ ଶହେ ଜଣ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ୧୦ ଏପ୍ରିଲରେ ଭିସୁଟ୍‌ର ଜଣେ ଛାତ୍ରୀ ଫିସରି ଅଞ୍ଚଳରେ ବୁଡ଼ି ମୃତ୍ୟୁବରଣ କରିବା ପରେ କାର୍ଯ୍ୟାନୁଷ୍ଠାନ ନେଲେ ଭିସୁଟ୍‌ କର୍ତ୍ତୃପକ୍ଷ । ୫ ଜଣ ଛାତ୍ରୀଙ୍କୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ହୋଇଛି । କିଛି ଛାତ୍ରଙ୍କ ଗ୍ରେଡ୍‌ କମାଇ "ଏଫ୍‌" କରିବାକୁ ନିଷ୍ପତ୍ତି ହେବା ସହ ୫ ହଜାର ଟଙ୍କା ଫାଇନ୍‌ ହୋଇଛି ।

ସୂଚନା ଅନୁସାରେ ଭିସୁଟ୍‌ ଛାତ୍ରଙ୍କୁ ସମ୍ବେଦନଶୀଳ ଅଞ୍ଚଳକୁ ନଯିବା ପାଇଁ କଟକଣା ଲାଗିଥିଲା। ହେଲେ ଛାତ୍ରଛାତ୍ରୀ ଏହାକୁ ମାନିନଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe