କନକ ବ୍ୟୁରୋ: ସମ୍ବଲପୁର ଭିସୁଟ୍ରେ ଶହେ ଜଣ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ୧୦ ଏପ୍ରିଲରେ ଭିସୁଟ୍ର ଜଣେ ଛାତ୍ରୀ ଫିସରି ଅଞ୍ଚଳରେ ବୁଡ଼ି ମୃତ୍ୟୁବରଣ କରିବା ପରେ କାର୍ଯ୍ୟାନୁଷ୍ଠାନ ନେଲେ ଭିସୁଟ୍ କର୍ତ୍ତୃପକ୍ଷ । ୫ ଜଣ ଛାତ୍ରୀଙ୍କୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ହୋଇଛି । କିଛି ଛାତ୍ରଙ୍କ ଗ୍ରେଡ୍ କମାଇ "ଏଫ୍" କରିବାକୁ ନିଷ୍ପତ୍ତି ହେବା ସହ ୫ ହଜାର ଟଙ୍କା ଫାଇନ୍ ହୋଇଛି ।
ସୂଚନା ଅନୁସାରେ ଭିସୁଟ୍ ଛାତ୍ରଙ୍କୁ ସମ୍ବେଦନଶୀଳ ଅଞ୍ଚଳକୁ ନଯିବା ପାଇଁ କଟକଣା ଲାଗିଥିଲା। ହେଲେ ଛାତ୍ରଛାତ୍ରୀ ଏହାକୁ ମାନିନଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/04/28/ldn7DIY1BMVaDBXaFXyL.jpg)