କନକ ବ୍ୟୁରୋ :  କେନ୍ଦୁଝରରେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ଅଭିଯୋଗ । ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ମୃତକ ଘଟଗାଁ ଥାନା ପାଣପଶି ଗାଁର ସୁବ୍ରତ ମହାକୁଡ଼ ।

Advertisment

ଖବର ପାଇ ଘଟଗାଁ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତକାଲି ରାତିରେ ହତ୍ୟାକାଣ୍ଡ ହୋଇଥିବା ବେଳେ, ଘର ପାଖ ରାସ୍ତାକଡ଼ରୁ ମୃତଦେହ ଭଦ୍ଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି ।