ଦିଗପହଣ୍ଡି ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ଗିରଫ: ଅଶ୍ଳୀଳ ଭିଡିଓ ଦେଖିବା ପରେ ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା

Advertisment

୪ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା । ଅଭିଯୁକ୍ତ କାଳିଆ ଷଣ୍ଢକୁ ଗିରଫ କଲା ଦିଗପହଣ୍ଡି ଥାନା ପୋଲିସ । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛି ପୋଲିସ । ଦୁଷ୍କର୍ମ ପୂର୍ବରୁ ଅଭିଯୁକ୍ତ ଅଶ୍ଳୀଳ ଭିଡ଼ିଓ ଦେଖିଥିଲା ।

29rape case

Photograph: (kanak news)

କନକ ବ୍ୟୁରୋ: ୪ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା । ଅଭିଯୁକ୍ତ କାଳିଆ ଷଣ୍ଢକୁ ଗିରଫ କଲା ଦିଗପହଣ୍ଡି ଥାନା ପୋଲିସ । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛି ପୋଲିସ । ଦୁଷ୍କର୍ମ ପୂର୍ବରୁ ଅଭିଯୁକ୍ତ ଅଶ୍ଳୀଳ ଭିଡ଼ିଓ ଦେଖିଥିଲା । ପରେ ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ସେ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି । ଅଭିଯୁକ୍ତ ଜଣକ ମଦ୍ୟପାନ କରିଥିବା ବେଳେ କୁନି ଶିଶୁ ଜଣଙ୍କୁ ଚକୋଲେଟ ଓ ଚିପ୍ସର ପ୍ରଲୋଭନ ଦେଖାଇଥିଲା । ପରେ ନିକଟରେ ନିର୍ମାଣ କରାଯାଉଥିବା ଏକ ଅଙ୍ଗନବାଡ଼ି କୋଠାକୁ ନେଇ ଦୁଷ୍କର୍ମ କରିବା ସହ ହତ୍ୟା କରିଥିବା ଜଣାପଡିଛି । ଗଞ୍ଜାମ ପାଟପୁର ଥାନା ଅଞ୍ଚଳରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଶୁକ୍ରବାର ଅଜା ଘରକୁ ଆସି ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା ୪ବର୍ଷର ଶିଶୁକନ୍ୟା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe