ନାବାଳିକା ଛାତ୍ରୀଙ୍କୁ ଅପହରଣ ଅଭିଯୋଗ: ଅଭିଯୁକ୍ତ କଲେଜ ଛାତ୍ରକୁ ୫ ଘଣ୍ଟା ଅଟକ

Advertisment

ଗୋପ ଅଞ୍ଚଳରେ ନାବାଳିକାକୁ ଅପହରଣ ଅଭିଯୋଗ। ଗତକାଲି ବିଳମ୍ବିତ ରାତ୍ରରେ ଗୋପ ଥାନା ଅନ୍ତର୍ଗତ ଶିଶୋ ଗାଁର ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ନେଇ ଗାଁରେ ଉତ୍ତେଜନା ।

ଗୋପ ଅଞ୍ଚଳରେ ନାବାଳିକାକୁ ଅପହରଣ ଅଭିଯୋଗ। ଗତକାଲି ବିଳମ୍ବିତ ରାତ୍ରରେ ଗୋପ ଥାନା ଅନ୍ତର୍ଗତ ଶିଶୋ ଗାଁର ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ନେଇ ଗାଁରେ ଉତ୍ତେଜନା ।

nabalika

କନକବ୍ୟୁରୋ: ଗୋପ ଅଞ୍ଚଳରେ ନାବାଳିକାକୁ ଅପହରଣ ଅଭିଯୋଗ । ଗତକାଲି ବିଳମ୍ବିତ ରାତ୍ରରେ ଗୋପ ଥାନା ଅନ୍ତର୍ଗତ ଶିଶୋ ଗାଁର ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ନେଇ ଗାଁରେ ଉତ୍ତେଜନା । ନାବାଳିକାକୁ ଗାଁ ନିକଟ ଶିବମନ୍ଦିରରେ ଥିବାବେଳେ ଅଭିଯୁକ୍ତ କଲେଜ ଛାତ୍ରକୁ ଧରିଲେ  ଗ୍ରାମବାସୀ ଓ ନାବାଳିକାଙ୍କ ପରିବାର ଲୋକ । ୫ ଘଣ୍ଟା ଧରି କଲେଜ ଛାତ୍ରଙ୍କୁ ଗାଁ କୋଠ ଘରେ ଅଟକ ରଖିବା ପରେ ଥାନାରେ ଅଭିଯୋଗ । ତେବେ ମାମଲା ପ୍ରେମ ଜନିତ ବୋଲି ସନ୍ଦେହ କରାଯାଉଛି । ଘଟଣା ସଂପର୍କରେ ଛାତ୍ରୀ ଙ୍କ ପରିବାର ପକ୍ଷରୁ ଥାନା ରେ ମଧ୍ୟ ଅଭିଯୋଗ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe