ଏସସିବିରୁ ବହିଷ୍କାର ହେଲେ ଡାକ୍ତର ଦିଲବାଗ୍ ସିଂ : ଦୁଇ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ

ଏସସିବିରେ ୨ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ବିଭାଗୀୟ କାର୍ୟ୍ୟାନୁଷ୍ଠାନ। ଏସସିବି ମେଡିକାଲରୁ ବହିଷ୍କାର ହେଲେ ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂ ଠାକୁର।

SCB

କନକ ବ୍ୟୁରୋ:  ଏସସିବିରେ ୨ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ବିଭାଗୀୟ କାର୍ୟ୍ୟାନୁଷ୍ଠାନ। ଏସସିବି ମେଡିକାଲରୁ ବହିଷ୍କାର ହେଲେ ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂ ଠାକୁର। 

କଲେଜ କାଉନ୍ସିଲର ଜରୁରୀ ବୈଠକ ନିଷ୍ପତ୍ତି ପରେ ଅଭିଯୁକ୍ତ ଡାକ୍ତରଙ୍କୁ  ବହିଷ୍କାର କରାଯାଇଛି। ଡିଏମଇଟିଙ୍କ ନେତୃତ୍ୱରେ ତିନି ଜଣିଆ ତଦନ୍ତ କମିଟି ରିପୋର୍ଟ ପରେ ପଦକ୍ଷେପ ପାଇଁ ଏସସିବି ଅଧିକ୍ଷକଙ୍କୁ ଚିଠି କରାଯାଇଥିଲା। ଚିଠି ପରେ କଲେଜ କାଉନ୍‌ସିଲ ପକ୍ଷରୁ ଜରୁରୀ ବୈଠକ ଡକାଯାଇ ସର୍ବସମ୍ମତିକ୍ରମେ ବହିଷ୍କାର କରାଯାଇଛି ବୋଲି ଏସସିବି ଅଧିକ୍ଷକ ତଥା ଅଧକ୍ଷ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe