ଶିଳ୍ପ ସଚିିବଙ୍କ ସୂଚନା । ଓଡିଶାରେ ନୂଆ ପ୍ରକଳ୍ପ କରିବ ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ

Advertisment

ଆର୍ସେଲର ନିପନ ଷ୍ଟିଲର ଏକ ପ୍ରତିନିଧି ଦଳ ଜାପାନରୁ ଆସିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ଉଚ୍ଚ ସ୍ତରୀୟ ଆଲୋଚନା ହୋଇଛି। ସେମାନେ ଓଡ଼ିଶାରେ ନୂଆ ଗ୍ଦକ୍ଟ୍ରରମସବକ୍ଷ କ୍ଟ୍ରକ୍ସକ୍ଟହରମଗ୍ଧ କରିବେ। ଜଗତ୍ସିଂହପୁର ପ୍ରୋଜେକ୍ଟର ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇ ସାରିଛି। ଜେଏସଡବ୍ଲୁର ଇଭି ପ୍ରୋଜେକ୍ଟ ନେଇ ମଧ୍ୟ ଆଲୋଚନା ହୋଇଥିବା ଶିଳ୍ପ ସଚିବ କହିଛନ୍ତି। 

36 mital

36 mital Photograph: (36 mital)

କନକ ବ୍ୟୁରୋ : ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମର ଆଜି ଦ୍ୱିତୀୟ ଦିନ । ପ୍ରଥମ ଦିନରେ ୫୪ଏମଓୟୁ ସ୍ବାକ୍ଷରିତ ହୋଇଛି। ସାଢେ଼ ୪ ଲକ୍ଷ କୋଟି ଟଙ୍କାର ନିବେଶ ଆସିବ। ସେହିପରି ଆଜି ଦ୍ବିତୀୟ ଦିନର ପ୍ରଥମାର୍ଦ୍ଧରେ କେବଳ ୩୦ ଏମଓୟୁ ସ୍ୱାକ୍ଷରିତ ହେବ। ପ୍ରାୟ ୩ ଲକ୍ଷ କୋଟି ଟଙ୍କାର ନିବେଶ ଆସିବ ବୋଲି କହିଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା। ଆର୍ସେଲର ନିପନ ଷ୍ଟିଲର ଏକ ପ୍ରତିନିଧି ଦଳ ଜାପାନରୁ ଆସିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ଉଚ୍ଚ ସ୍ତରୀୟ ଆଲୋଚନା ହୋଇଛି। ସେମାନେ ଓଡ଼ିଶାରେ ନୂଆ ଗ୍ଦକ୍ଟ୍ରରମସବକ୍ଷ କ୍ଟ୍ରକ୍ସକ୍ଟହରମଗ୍ଧ କରିବେ। ଜଗତ୍ସିଂହପୁର ପ୍ରୋଜେକ୍ଟର ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇ ସାରିଛି। ଜେଏସଡବ୍ଲୁର ଇଭି ପ୍ରୋଜେକ୍ଟ ନେଇ ମଧ୍ୟ ଆଲୋଚନା ହୋଇଥିବା ଶିଳ୍ପ ସଚିବ କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe