କନକ ବ୍ୟୁରୋ : ସମୁଦ୍ରରେ ଗାଧୋଉ ଗାଧୋଉ ଭାସିଗଲେ ଯୁବକ । ପାରାଦୀପ ଲାଇଟ୍ ହାଉସ୍ ନିକଟରେ ଗାଧୋଇବା ବେଳେ ଅଘଟଣ ଘଟିଛି । ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ । କେନ୍ଦ୍ରାପଡ଼ାରୁ ୭ ଜଣ ଯୁବକ ଗାଧୋଇବା ପାଇଁ ପାରାଦୀପ ଯାଇଥିଲେ । ଲାଇଟ୍ ହାଉସ୍ ନିକଟରେ ଗାଧୋଇବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଭାସିଯାଇଛନ୍ତି । ଏବେବି ଜଣେ ଯୁବକଙ୍କ ପତ୍ତା ମିଳିନାହିଁ ।
ପାରାଦୀପ ଲାଇଟ୍ ହାଉସ ନିକଟରେ ଅଘଟଣ , ସମୁଦ୍ରରେ ଗାଧୋଉ ଗାଧୋଉ ଭାସିଗଲେ ଯୁବକ
ପାରାଦୀପ ଲାଇଟ୍ ହାଉସ୍ ନିକଟରେ ଗାଧୋଇବା ବେଳେ ଅଘଟଣ ଘଟିଛି । ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ ।
/kanak/media/media_files/2025/06/07/IFYDZbnaM6zvuFkA3QPC.jpg)