କନକ ବ୍ୟୁରୋ : ସୁବର୍ଣ୍ଣପୁର ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ସୋନପୁର-ବଲାଙ୍ଗୀର ଜାତୀୟ ରାଜପଥ ୫୭ର ହରଡଖୋଲ ଛକ ନିକଟରେ ଏକ ଦୁଲଦୁଲି ବାଜା ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି । ୨ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୨୫ ଜଣ ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୁବର୍ଣ୍ଣପୁର-ବଲାଙ୍ଗୀର ରାସ୍ତା ହରଡ଼ଖୋଲ ନିକଟରେ ଦୁର୍ଘଟଣା, ବାଜା ଗାଡ଼ି ଓଲଟି ୨ ମୃତ, ୨୫ ଆହତ
ସୋନପୁର-ବଲାଙ୍ଗୀର ଜାତୀୟ ରାଜପଥ ୫୭ର ହରଡଖୋଲ ଛକ ନିକଟରେ ଏକ ଦୁଲଦୁଲି ବାଜା ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି । ୨ ଜଣଙ୍କର ମୃତ୍ୟୁ ହୋଇଛି ।
/kanak/media/media_files/2025/05/23/C9qveTOIISnzHv2DZvyl.jpg)