ପୁରୀ ସତ୍ୟବାଦୀ ଭୀମପୁର ଗାଁରେ ଅଘଟଣ : ବିଦ୍ୟୁତ ଆଘାତରେ ଚାଷୀ ମୃତ

Advertisment

ବିଲକୁ ଯାଇଥିଲେ ଚାଷୀ, ବିଦ୍ୟୁତ୍ ଆଘାତରେ ଚାଲିଗଲା ଜୀବନ । ପୁରୀ ଜିଲ୍ଲା ସତ୍ୟବାଦୀରୁ ଏହି ଦୁଃଖଦ ଖବର ଆସିଛି। ସତ୍ୟବାଦୀ ଥାନା ଦାସବିଦ୍ୟାଧରପୁର ପଞ୍ଚାୟତର ଭୀମପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।

ବିଲକୁ ଯାଇଥିଲେ ଚାଷୀ, ବିଦ୍ୟୁତ୍ ଆଘାତରେ ଚାଲିଗଲା ଜୀବନ । ପୁରୀ ଜିଲ୍ଲା ସତ୍ୟବାଦୀରୁ ଏହି ଦୁଃଖଦ ଖବର ଆସିଛି। ସତ୍ୟବାଦୀ ଥାନା ଦାସବିଦ୍ୟାଧରପୁର ପଞ୍ଚାୟତର ଭୀମପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।

bila

କନକବ୍ୟୁରୋ: ବିଲକୁ ଯାଇଥିଲେ ଚାଷୀ, ବିଦ୍ୟୁତ୍ ଆଘାତରେ ଚାଲିଗଲା ଜୀବନ । ପୁରୀ ଜିଲ୍ଲା ସତ୍ୟବାଦୀରୁ ଏହି ଦୁଃଖଦ ଖବର ଆସିଛି । ସତ୍ୟବାଦୀ ଥାନା ଦାସବିଦ୍ୟାଧରପୁର ପଞ୍ଚାୟତର ଭୀମପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତ ଚାଷୀ ହେଲେ ଡୁଗୁନା ଭୋଇ । ସେ ଧାନ କ୍ଷେତକୁ ଯାଇଥିବା ବେଳେ ଇଲେଭେନ୍ କେଭି ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଥିଲା । ବିଲରେ ଛିଣ୍ଡି ପଡିଥିବା ତାର ସଂସ୍ପର୍ଶରେ ଆସି ଚାଷୀ ଡୁଗୁନା ଭୋଇଙ୍କର ମୃତ୍ୟୁ ଘଟିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe