ବିହାର ଟନେଲରେ ଅଘଟଣ :୨ ଓଡିଆ ଶ୍ରମିକ ମୃତ ୬ ଶ୍ରମିକ ଆହତ

ପାଟନା ମେଟ୍ରୋ ନିର୍ମାଣ କାର୍ଯ୍ୟ ବେଳେ ଦୁର୍ଘଟଣା। ୨ ଓଡ଼ିଶା ଶ୍ରମିକଙ୍କ ମୃତ । ଅନ୍ୟ ୬ ଓଡ଼ିଆ ଶ୍ରମିକ ଆହତ । ଗତକାଲି ବିଳମ୍ବିତ ରାତିରେ ଏଭଳି ଦୁର୍ଘଟଣା ଘଟିଛି ।

tanel

କନକବ୍ୟୁରୋ: ପାଟନା ମେଟ୍ରୋ ନିର୍ମାଣ କାର୍ଯ୍ୟ ବେଳେ ଦୁର୍ଘଟଣା । ୨ ଓଡ଼ିଶା ଶ୍ରମିକଙ୍କ ମୃତ। ଅନ୍ୟ ୬ ଓଡ଼ିଆ ଶ୍ରମିକ ଆହତ । ଗତକାଲି ବିଳମ୍ବିତ ରାତିରେ ଏଭଳି ଦୁର୍ଘଟଣା ଘଟିଛି । କାମ ଚାଲିଥିବା ବେଳେ ଲୋକ ମେସିନର ବ୍ରେକ ଫେଲ ହେବାରୁ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ତିନି ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ନେଇ ବିହାର ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛି । 

କିନ୍ତୁ ଓଡ଼ିଶାର ଶ୍ରମ ମନ୍ତ୍ରୀ ଗଣେଷ ରାମ ଖୁଣ୍ଟିଆ କହିଛନ୍ତି,୨ ଓଡ଼ଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାଟି ପାଟନା ବିଶ୍ବବିଦ୍ୟାଳୟ ନିକଟରେ ଘଟିଛି । ଲୋକୋ ମେସିନ୍ ନିର୍ମାଣ କାର୍ୟ୍ୟରେ ବ୍ୟବହୃତ ସାମଗ୍ରୀ ନେଇ ଟନେଲ ଭିତରେ ଯାଉଥିବା ଗାଡିର ବ୍ରେକ ଫେଲ ହୋଇଯାଇଥିଲା । ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୋଟ ୮ ଜଣ ଶ୍ରମିକ ଆହତ ହୋଇଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe