ରାବଣପୋଡ଼ି ବେଳେ ଅଘଟଣ । ଯୁବକଙ୍କ ଦେହରେ ଲାଗିଲା ନିଆଁ ।

Advertisment

ରାଉରକେଲାର ମେଳନ ପଡ଼ିଆରେ ଘଟିଛି ଅଘଟଣ । ଆତସବାଜି ବେଳେ ଜଣେ ଯୁବକଙ୍କ ଦେହରେ ନିଆଁ ଲାଗି ଗୁରୁତର ହୋଇଛନ୍ତି । ଗୁରୁତର ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ରାଉରକେଲାର ମେଳନ ପଡ଼ିଆରେ ଘଟିଛି ଅଘଟଣ । ଆତସବାଜି ବେଳେ ଜଣେ ଯୁବକଙ୍କ ଦେହରେ ନିଆଁ ଲାଗି ଗୁରୁତର ହୋଇଛନ୍ତି । ଗୁରୁତର ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

388447

କନକ ବ୍ୟୁରୋ: ରାଉରକେଲାରେ ରାବଣପୋଡ଼ି ବେଳେ ଅଘଟଣ । ଆତସବାଜି ବେଳେ ଜଣେ ଯୁବକଙ୍କ ଦେହରେ ନିଆଁ ଲାଗି ଗୁରୁତର ହୋଇଛନ୍ତି । ଗୁରୁତର ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ରାଉରକେଲାର ମେଳନ ପଡ଼ିଆରେ ଘଟିଛି ଏହି ଅଘଟଣ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe