କନକ ବ୍ୟୁରୋ: ରାଉରକେଲାରେ ରାବଣପୋଡ଼ି ବେଳେ ଅଘଟଣ । ଆତସବାଜି ବେଳେ ଜଣେ ଯୁବକଙ୍କ ଦେହରେ ନିଆଁ ଲାଗି ଗୁରୁତର ହୋଇଛନ୍ତି । ଗୁରୁତର ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ରାଉରକେଲାର ମେଳନ ପଡ଼ିଆରେ ଘଟିଛି ଏହି ଅଘଟଣ ।
ରାବଣପୋଡ଼ି ବେଳେ ଅଘଟଣ । ଯୁବକଙ୍କ ଦେହରେ ଲାଗିଲା ନିଆଁ ।
ରାଉରକେଲାର ମେଳନ ପଡ଼ିଆରେ ଘଟିଛି ଅଘଟଣ । ଆତସବାଜି ବେଳେ ଜଣେ ଯୁବକଙ୍କ ଦେହରେ ନିଆଁ ଲାଗି ଗୁରୁତର ହୋଇଛନ୍ତି । ଗୁରୁତର ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
/kanak/media/media_files/YkvRMX9GYZsLFY7FamaI.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)