କନକବ୍ୟୁରୋ : ବାଲିଯାତ୍ରା ଦେଖିବାକୁ ଆସିଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା କଲେଜ ଛାତ୍ରଙ୍କ ଜୀବନ । ବାଲିଯାତ୍ରା ଦେଖିବାକୁ ଆସି ସାଙ୍ଗଙ୍କ ସହ ବୁଲାବୁଲି କରି ବାଲିଯାତ୍ରା ପଡିଆକୁ ଯିବା ବେଳେ ଘଟିଲା ଅଘଟଣ ।
କଟକ ଡିୟର ପାର୍କ ନିକଟରେ ରାସ୍ତା ପାରିହେବା ବେଳେ ଲିଚୁ ଲାଇଟରେ ସଂଯୋଗ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଜଗତସିଂହପୁରର ବିଶ୍ୱପ୍ରକାଶ ମନ୍ଥନ । ସେ ତୁଳସୀପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/18/o9gzKp8OYr87cLAWoWZK.jpg)