କନକ ବ୍ୟୁରୋ : ରାୟଗଡ଼ା ରଫକଣା ଛକ ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ। ଅଳ୍ପକେ ବର୍ତ୍ତିଲେ ୩୦ରୁ ଅଧିକ ଯାତ୍ରୀ । ରଫ୍କଣା ଛକ ପୂର୍ବରୁ ରାସ୍ତା କଡ଼କୁ ଖସିପଡ଼ିଲା ଘରୋଇ ବସ୍ । ୨୨ଜଣ ଯାତ୍ରୀ ସାମାନ୍ୟ ଆହାତ ହୋଇଥିବା ବେଳେ ୧୦ଜଣ ଯାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବସ୍ଟି ଗୁଣୁପୁର ଠାରୁ ଜୟପୁର ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତି ଅଢ଼େଇଟା ବେଳେ ଦୁର୍ଘଟଣା ଘଟିଛି ।
ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଗଲା ବସ୍ : ଅଳ୍ପକେ ବର୍ତ୍ତିଲେ ୩୦ରୁ ଅଧିକ ଯାତ୍ରୀ
ରଫ୍କଣା ଛକ ପୂର୍ବରୁ ରାସ୍ତା କଡ଼କୁ ଖସିପଡ଼ିଲା ଘରୋଇ ବସ୍ । ୨୨ଜଣ ଯାତ୍ରୀ ସାମାନ୍ୟ ଆହାତ ହୋଇଥିବା ବେଳେ ୧୦ଜଣ ଯାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
/kanak/media/media_files/2025/09/15/accident-2025-09-15-07-33-31.jpg)