ରାଜଧାନୀରେ ମର୍ମନ୍ତୁଦ ସଡ଼କ ଦୃଘଟଣା; ସ୍କୁଟିକୁ ଧକା ଦେଲା ସରକାରୀ ଗାଡ଼ି

Advertisment

ସ୍କୁଟିକୁ ଧକା ଦେଲା ସରକାରୀ ଗାଡି । ରାସ୍ତାର ଗୋଟିଏ ପାର୍ଶ୍ୱରୁ ଓଲଟି ଗାଡି ଅନ୍ୟ ପାର୍ଶ୍ୱରେ ଆସି ପଡିଲା । କାର ଡ୍ରାଇଭର ନିଶାଶକ୍ତ ଅବସ୍ଥାରେ ଥିବାର ସୂଚନା ମିଳିଛି । କାରରେ ଗଂଜେଇ, ନିଶା ସାମଗ୍ରୀ ମଧ୍ୟ ଧରାପଡିଛି ।

ସ୍କୁଟିକୁ ଧକା ଦେଲା ସରକାରୀ ଗାଡି । ରାସ୍ତାର ଗୋଟିଏ ପାର୍ଶ୍ୱରୁ ଓଲଟି ଗାଡି ଅନ୍ୟ ପାର୍ଶ୍ୱରେ ଆସି ପଡିଲା । କାର ଡ୍ରାଇଭର ନିଶାଶକ୍ତ ଅବସ୍ଥାରେ ଥିବାର ସୂଚନା ମିଳିଛି । କାରରେ ଗଂଜେଇ, ନିଶା ସାମଗ୍ରୀ ମଧ୍ୟ ଧରାପଡିଛି ।

Accident Bhubaneswar

Photograph: (KanakNews )

କନକ ବ୍ୟୁରୋ : ରାଜଧାନୀରେ ମର୍ମନୁଦ ସଡକ ଦୃଘଟଣା । ସ୍କୁଟିକୁ ଧକା ଦେଲା ସରକାରୀ ଗାଡି । ରାସ୍ତାର ଗୋଟିଏ ପାର୍ଶ୍ୱରୁ ଓଲଟି ଗାଡି ଅନ୍ୟ ପାର୍ଶ୍ୱରେ ଆସି ପଡିଲା । କାର ଡ୍ରାଇଭର ନିଶାଶକ୍ତ ଅବସ୍ଥାରେ ଥିବାର ସୂଚନା ମିଳିଛି । କାରରେ ଗଂଜେଇ, ନିଶା ସାମଗ୍ରୀ ମଧ୍ୟ ଧରାପଡିଛି ।

ସୂଚନା ମତାବକ ଭୁବନେଶ୍ବର ନୟାପଲ୍ଲୀ ଓଭରବ୍ରିଜ୍ ଉପରେ ସଡ଼କ ଦୁର୍ଘଟଣା ଘଟିଛି । ସ୍କୁଟିକୁ ଧକ୍କା ଦେଇଛି ସରକାରୀ କାର୍‌ । ରାସ୍ତାର ଗୋଟିଏ କଡରୁ ଆର ପଟକୁ କଚାଡି ହୋଇ ପଡିଲା କାର । ଦିନ ଦ୍ୱିପ୍ରହରରେ ନିଶାସକ୍ତ ଅବସ୍ଥାରେ ସରକାରୀ ଗାଡିରୁ ଧରାପଡିଲା ଡ୍ରାଇଭର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe