କନକ ବ୍ୟୁରୋ : ରାଜଧାନୀରେ ମର୍ମନୁଦ ସଡକ ଦୃଘଟଣା । ସ୍କୁଟିକୁ ଧକା ଦେଲା ସରକାରୀ ଗାଡି । ରାସ୍ତାର ଗୋଟିଏ ପାର୍ଶ୍ୱରୁ ଓଲଟି ଗାଡି ଅନ୍ୟ ପାର୍ଶ୍ୱରେ ଆସି ପଡିଲା । କାର ଡ୍ରାଇଭର ନିଶାଶକ୍ତ ଅବସ୍ଥାରେ ଥିବାର ସୂଚନା ମିଳିଛି । କାରରେ ଗଂଜେଇ, ନିଶା ସାମଗ୍ରୀ ମଧ୍ୟ ଧରାପଡିଛି ।
ସୂଚନା ମତାବକ ଭୁବନେଶ୍ବର ନୟାପଲ୍ଲୀ ଓଭରବ୍ରିଜ୍ ଉପରେ ସଡ଼କ ଦୁର୍ଘଟଣା ଘଟିଛି । ସ୍କୁଟିକୁ ଧକ୍କା ଦେଇଛି ସରକାରୀ କାର୍ । ରାସ୍ତାର ଗୋଟିଏ କଡରୁ ଆର ପଟକୁ କଚାଡି ହୋଇ ପଡିଲା କାର । ଦିନ ଦ୍ୱିପ୍ରହରରେ ନିଶାସକ୍ତ ଅବସ୍ଥାରେ ସରକାରୀ ଗାଡିରୁ ଧରାପଡିଲା ଡ୍ରାଇଭର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/01/25/zaJUUOANIRw2RQJMYRyO.jpg)