ପୁଣି ଡମଣା ଛକରେ ଦୁର୍ଘଟଣା ; ସ୍କୁଟିକୁ ବାଡ଼େଇ ଡିଭାଇଡରରେ ପିଟିହେଲା କାର୍

ଭୁବନେଶ୍ୱର ଡମଣା ଛକରେ କାର୍ ଦୁର୍ଘଟଣା । ସ୍କୁଟିକୁ ବାଡ଼େଇ ଡିଭାଇଡରରେ ପିଟିହେଲା କାର୍ । ଉଭୟ ସ୍କୁଟି ଓ କାର୍ ଚାଳକ ଆହତ । ଉଦ୍ଧାର କଲା ଚନ୍ଦ୍ରଶେଖରପୁର ଥାନା ପୁଲିସ ।

CARrr

କନକ ବ୍ୟୁରୋ: ଭୁବନେଶ୍ୱର ଡମଣା ଛକରେ କାର୍ ଦୁର୍ଘଟଣା । ସ୍କୁଟିକୁ ବାଡ଼େଇ ଡିଭାଇଡରରେ ପିଟିହେଲା କାର୍ । ଉଭୟ ସ୍କୁଟି ଓ କାର୍ ଚାଳକ ଆହତ । ଉଦ୍ଧାର କଲା ଚନ୍ଦ୍ରଶେଖରପୁର ଥାନା ପୁଲିସ । ତିନି ଦିନ ମଧ୍ୟରେ ଡମଣା ଛକରେ ଦୁଇ ଦୁଇଟି ବଡ ଦୁର୍ଘଟଣାକୁ ନେଇ ଉଠିଲା ପ୍ରଶ୍ନ । ସମସ୍ତଙ୍କୁ ମେଡିକାଲ୍ ରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ଆସି ପହଞ୍ଚି ଥିଲେ ଚନ୍ଦ୍ରଶେଖରପୁର ପୋଲିସ । ଘଟଣାସ୍ଥଳରୁ କାର ଏବଂ ସ୍କୁଟିକୁ ଜବତ କରାଯାଇଛି । ତେବେ ଏହି ତିନି ଦିନ ମଧ୍ୟରେ ଡମଣା ଛକରେ ଦୁଇ ଦୁଇଟି ବଡ ଦୁର୍ଘଟଣା ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe