କନକବ୍ୟୁରୋ:କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବଜାରରେ ଏକ ବାର ଉପରେ ଅବକାରୀ ବିଭାଗର ଚଢ଼ାଉ । ଏସ୍ ଆର ବାର ଉପରେ ୧୦ ଜଣିଆ ଟିମ୍ ଅତର୍କିତ ଚଢ଼ାଉ କରିଛନ୍ତି।
ଏହି ବାରରୁ ବ୍ୟାପକ ନକଲି ମଦ, ଠିପି, ଷ୍ଟିକର ଜବତ କରିଛି ଅବକାରୀ ବିଭାଗ । ଡେପୁଟି କମିଶନର ଅରୂପା ପାଣିଗ୍ରାହୀ ନେତୃତ୍ୱରେ ଆଜି ସକାଳୁ ଭଦ୍ରେଶ୍ୱର ଥାନା ଅଧୀନ ଝଡ଼େଶ୍ୱରପୁର ଗ୍ରାମରୁ ବିପୁଳ ପରିମାଣର ନକଲି ମଦ ଜବତ କରିଥିଲେ। ୩ ଜଣକୁ ଅଟକ ରଖି ତଦନ୍ତ ଚାଲିଛି । କେନ୍ଦୁପାଟଣା ଅବକାରୀ କାର୍ଯ୍ୟାଳୟରେ ଅଟକ ରଖି ଜେରା କରୁଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/lrqhhlB3spTfEVWwDKRJ.jpg)