କନକବ୍ୟୁରୋ : ଏଥର ମିଳିବ ଲୋକଙ୍କୁ ତାଙ୍କ ଅଧିକାର । ଏ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ । ଏଥର ରିଲିଫ କୋଡ ହେବ ଅଧିକାର ଆଇନ ଏହା ଜାନୁୟାରୀ ୧ରୁ ଜନଗଣନା ହେବା ନେଇ ସଂଙ୍କେତ ଦେଇଛନ୍ତି । ସୁଚନା ଅନୁଯାୟୀ ରାଜସ୍ୱ ସେବାରେ କାମ କେତେ ଠିକ ଭାବେ ଗରିବ ଲୋକଙ୍କ ପାଖରେ ପହଂଚିଛି ସେ ନେଇ ଲୋକସେବା ଭବନରେ ସମୀକ୍ଷା କରିଛନ୍ତି । ଡିସେମ୍ବର ୩୧ ତାରିଖ ସୁଦ୍ଧା ସମସ୍ତ ଶିକ୍ଷାନୁଷ୍ଠାନକୁ ମିଳିବ ଜମି ପଟ୍ଟା ଏଥିସହ ସବୁ କାମ ଶେଷ କରିବାକୁ ନିର୍ଦଶ ଦିଆଯାଇଛି ।