ମାଛ ପାଇଁ ଯୁବତୀଙ୍କୁ ହତ୍ୟା । ମାଛ ଭାଗବଣ୍ଟାକୁ ନେଇ ଟାଙ୍ଗିଆରେ ହାଣି ଯୁବତୀଙ୍କୁ ହତ୍ୟା କଲା ଯୁବକ, ଅଭିଯୁକ୍ତକୁ ଗିରଫ କଲା ମାଥିଲି ପୋଲିସ

ଅତି ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଛି ସେହି ଗାଁର ଡମୁ ଦୁରୁଆ । ମୃତ ଲକ୍ଷ୍ମୀ କଲାର ଓ ଡମୁ ମିଶି ପୋଖରୀରେ ମାଛ ଛାଡ଼ିଥିଲେ । କିନ୍ତୁ ଡମୁ ଲକ୍ଷ୍ମୀଙ୍କୁ ନଜଣାଇ ମାଛ ମାରିଥିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।

ZZKþqKZKþ

KÑZþ}ZKZ

କନକ ବ୍ୟୁରୋ : ମାଛ ପାଇଁ ମାରିଦେଲା । ମାଲକାନଗିରି ମାଥିଲି ଥାନା ମହୁପଦର ଗାଁରେ ମାଛ ଭାଗବଣ୍ଟାକୁ କେନ୍ଦ୍ର କରି ଯୁବତୀଙ୍କୁ ହତ୍ୟା। ଅତି ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଛି ସେହି ଗାଁର ଡମୁ ଦୁରୁଆ । ମୃତ ଲକ୍ଷ୍ମୀ କଲାର ଓ ଡମୁ ମିଶି ପୋଖରୀରେ ମାଛ ଛାଡ଼ିଥିଲେ । କିନ୍ତୁ ଡମୁ ଲକ୍ଷ୍ମୀଙ୍କୁ ନଜଣାଇ ମାଛ ମାରିଥିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଲକ୍ଷ୍ମୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ଅଭିଯୁକ୍ତ । ମାଥିଲି ପୋଲିସ ଡମୁ ଦୁରୁଆକୁ ଗିରଫ କରିଥିବା ବେଳେ ଘଟଣାର ତଦନ୍ତ ଚଳାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe