ଅସୁରକ୍ଷିତ ପର୍ଯ୍ୟଟନସ୍ଥଳୀ: ଖଣ୍ଡଗିରି ପାହାଡ଼ ଉପରେ ଯୁବତୀଙ୍କୁ ଅସଦାଚରଣ

Advertisment

ରାଜଧାନୀରେ ଅସୁରକ୍ଷିତ ପର୍ଯ୍ୟଟନସ୍ଥଳୀ । ଖଣ୍ଡଗିରି ଓ ଉଦୟଗିରି ବୁଲିବାକୁ ଆସିଥିବା ବେଳେ ଜଣେ ଯୁବତୀଙ୍କୁ ଦୁର୍ବ୍ୟବହାର ନେଇ ଆସିଛି ସାଂଘାତିକ ଅଭିଯୋଗ । ଉଦୟଗିରି ପାହାଡ଼ ଉପରେ ଯୁବତୀଙ୍କୁ ଅସଦାଚରଣର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

wd

କନକ ବ୍ୟୁରୋ: ରାଜଧାନୀରେ ଅସୁରକ୍ଷିତ ପର୍ଯ୍ୟଟନସ୍ଥଳୀ । ଖଣ୍ଡଗିରି ଓ ଉଦୟଗିରି ବୁଲିବାକୁ ଆସିଥିବା ବେଳେ ଜଣେ ଯୁବତୀଙ୍କୁ ଦୁର୍ବ୍ୟବହାର ନେଇ ଆସିଛି ସାଂଘାତିକ ଅଭିଯୋଗ । ଉଦୟଗିରି ପାହାଡ଼ ଉପରେ ଯୁବତୀଙ୍କୁ ଅସଦାଚରଣର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ପରେ ପୁଲିସ କମିଶନର ଓ ଡିସିପିଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି ପିଡ଼ିତା । ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ପର୍ୟ୍ୟଟନସ୍ଥଳୀରେ ସୁରକ୍ଷା ବଢ଼ାଇବାକୁ ଦାବି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe