ମଦ ଦୋକାନ ଆଗରେ ଯୁବକଙ୍କ ଉନ୍ମତ୍ତକାଣ୍ଡ, ବନ୍ଧୁକ ଧରି ଆତଙ୍କ ଖେଳାଇଲେ ଯୁବକ

Advertisment

ବନ୍ଧୁକ ଧରି ଆତଙ୍କ ଖେଳାଇଲେ ଯୁବକ । କାବୁ କଲେ ସ୍ଥାନୀୟ ଲୋକ ।

ବନ୍ଧୁକ ଧରି ଆତଙ୍କ ଖେଳାଇଲେ ଯୁବକ । କାବୁ କଲେ ସ୍ଥାନୀୟ ଲୋକ ।

ବନ୍ଧୁକ ଧରି ଆତଙ୍କରାଜ

ବନ୍ଧୁକ ଧରି ଆତଙ୍କରାଜ Photograph: (Kanaknews)

କନକ ବ୍ୟୁରୋ: ମଦ ଦୋକାନ ଆଗରେ ଯୁବକଙ୍କ ଉନ୍ମତ୍ତକାଣ୍ଡ । ବନ୍ଧୁକ ଧରି ଆତଙ୍କ ସୃଷ୍ଟି କରିଛନ୍ତି ଯୁବକ ଜଣଙ୍କ । ସ୍ଥାନୀୟ ଲୋକଙ୍କ ସହାୟତାରେ ଯୁବକଙ୍କୁ କାବୁ କରାଯାଇଛି । ରାଜନଗର ଗୁପ୍ତିରେ ଥିବା ମଦ ଦୋକାନ ସାମ୍ନାରେ ଘଟିଛି ଏଭଳି ଘଟଣା । 

ଦୀର୍ଘ ସମୟ ପରେ ମଧ୍ୟ ପୋଲିସ ଘଟଣା ସ୍ଥଳରେ ପହଂଚି ପାରିନାହିଁ । ଅନ୍ୟପଟେ ସେହି ଯୁବକ ବଙ୍ଗଳା ଭାଷାରେ କଥା ହେଉଥିବା ନେଇ ଦେଖିବାକୁ ମିଳିଛି । ବ୍ୟକ୍ତି ଜଣକ ବାଂଲାଦେଶୀ ହୋଇଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe