କନକ ବ୍ୟୁରୋ: ମଦ ଦୋକାନ ଆଗରେ ଯୁବକଙ୍କ ଉନ୍ମତ୍ତକାଣ୍ଡ । ବନ୍ଧୁକ ଧରି ଆତଙ୍କ ସୃଷ୍ଟି କରିଛନ୍ତି ଯୁବକ ଜଣଙ୍କ । ସ୍ଥାନୀୟ ଲୋକଙ୍କ ସହାୟତାରେ ଯୁବକଙ୍କୁ କାବୁ କରାଯାଇଛି । ରାଜନଗର ଗୁପ୍ତିରେ ଥିବା ମଦ ଦୋକାନ ସାମ୍ନାରେ ଘଟିଛି ଏଭଳି ଘଟଣା ।
ଦୀର୍ଘ ସମୟ ପରେ ମଧ୍ୟ ପୋଲିସ ଘଟଣା ସ୍ଥଳରେ ପହଂଚି ପାରିନାହିଁ । ଅନ୍ୟପଟେ ସେହି ଯୁବକ ବଙ୍ଗଳା ଭାଷାରେ କଥା ହେଉଥିବା ନେଇ ଦେଖିବାକୁ ମିଳିଛି । ବ୍ୟକ୍ତି ଜଣକ ବାଂଲାଦେଶୀ ହୋଇଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/08/30/gun-2025-08-30-16-16-29.jpg)