ଛେଳି ଚରାଇବାକୁ ଯାଇ ଟାପୁରେ ଫସିଲେ ମହିଳା ,ସୁନ୍ଦରଗଡରୁ ଆସିଲା ଅଭାବନୀୟ ଦୃଶ୍ୟ ।

Advertisment

୩ ଦିନ ହେଲା ଟାପୁରେ ଫସିଛନ୍ତି ଜଣେ ମହିଳାଙ୍କ ସମେତ ୫ ଜଣ ଗ୍ରାମବାସୀ

୩ ଦିନ ହେଲା ଟାପୁରେ ଫସିଛନ୍ତି ଜଣେ ମହିଳାଙ୍କ ସମେତ ୫ ଜଣ ଗ୍ରାମବାସୀ

900

କନକବ୍ୟୁରୋ:୩ ଦିନ ହେଲା ଟାପୁରେ ଫସିଛନ୍ତି ଜଣେ ମହିଳାଙ୍କ ସମେତ ୫ ଜଣ ଗ୍ରାମବାସୀ । ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ କତେଇବେରା ନିକଟ ଇବ ଏବଂ ସାନ ନଦୀ ମଝି କପଟଦ୍ବାର ଟାପୁରେ ଫସିରହିଥିବା ଦେଖିବାକୁ ମିଳିଛି ।

ସେଥିମଧ୍ୟରେ ୩ ଜଣ ଛେଳି ଚରାଳି ଏବଂ ୨ ଜଣ ଗ୍ରାମବାସୀ ଅଛନ୍ତି । ଛେଳି ଚରାଇବାକୁ ଯାଇଥିବା ବେଳେ ହଠାତ୍ ନଦୀରେ ପାଣି ଆସିବା  ଫଳରେ ଫସିରହିଛନ୍ତି ଛେଳି ଚରାଳି । ତାଙ୍କୁ ଉଦ୍ଧାର କରିବାକୁ ଯାଇ ୨ ଜଣ ଗ୍ରାମବାସୀ ଫସି ରହିଛନ୍ତି। ପାଣି ଅଧିକ ଥିବାରୁ ହୋଇପାରୁ ନାହିଁ ଉଦ୍ଧାର କାର୍ଯ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe