କନକବ୍ୟୁରୋ : ଲାଲ, ଧଳା ଓ ହଳଦିଆ ରଙ୍ଗର କଲିକତି ଗେଣ୍ଡୁଫୁଲ ଚାଷ କରି ଚର୍ଚ୍ଚାରେ ପିପିଲି ମଙ୍ଗଳପୁର ଅଞ୍ଚଳର ମହିଳା । ନିଜେ ଚାଷ କରି ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ବି ଦେଉଛନ୍ତି ସ୍ୱାବଲମ୍ବୀ ହେବାର ପ୍ରେରଣା । ରଙ୍ଗ ବେରଙ୍ଗର ଗେଣ୍ଡୁ ଫୁଲ ଚାଷ କରି ପୁରୀ, ଭୁବନେଶ୍ୱର, କଟକ, ଖୋର୍ଦ୍ଧା ସମେତ ସ୍ଥାନୀୟ ଅଂଚଳର ବଜାରକୁ ବିକ୍ରି ପାଇଁ ପଠାଉଛନ୍ତି ।
ଗେଣ୍ଡୁ ଚାଷ କରି ସ୍ବାବଲମ୍ବୀ ହେଉଛନ୍ତି ମହିଳା :ଦିନକୁ ରୋଜଗାର କରୁଛନ୍ତି ୨ରୁ ୩ ହଜାର ଟଙ୍କା
ଲାଲ, ଧଳା ଓ ହଳଦିଆ ରଙ୍ଗର କଲିକତି ଗେଣ୍ଡୁଫୁଲ ଚାଷ କରି ଚର୍ଚ୍ଚାରେ ପିପିଲି ମଙ୍ଗଳପୁର ଅଞ୍ଚଳର ମହିଳା ।
/kanak/media/media_files/2025/03/16/aPNDCk0BNdQNfpijEU8l.jpg)