କନକ ବ୍ୟୁରୋ: ବଙ୍ଗୀୟ ପରମ୍ପରାରେ ପୂଜା ପାଉଛନ୍ତି ମାଆ ଦୁର୍ଗା। ମହିଳାମାନେ ମୁଣ୍ଡରେ ଧରିଛନ୍ତି ମାନସିକର ଝୁଣା। ଭଦ୍ରକ ସନ୍ତିଆ ନୀଳକଣ୍ଠପୁର ସାହିରେ ବଙ୍ଗୀୟ ପରମ୍ପରାରେ ମା’ଙ୍କ ପୂଜା କରାଯାଉଛି । ପାଞ୍ଚ ଶହ ବର୍ଷରୁ ଅଧିକ ବର୍ଷ ହେବ ଏଠାରେ ଦେବୀ ଦୁର୍ଗାଙ୍କ ଆରାଧନା କରାଯାଉଛି । ମହାଅଷ୍ଟମୀରେ ବଙ୍ଗୀୟ ମହିଳାମାନେ ନିଜର ମାନସିକ ପୂରଣ ପାଇଁ ମୁଣ୍ଡରେ ଝୁଣା ନିଆଁ ରଖି ମା ଦୁର୍ଗାଙ୍କୁ ପୂଜା କରିଥାନ୍ତି । ବିଶ୍ୱାସ ରହିଛି ଝୁଣା ନିଆଁ ଦେଇ ମା’ଙ୍କୁ ପୂଜା କଲେ ମନସ୍କାମନା ପୂରଣ ହେବା ସହ ପରିବାରର ମଙ୍ଗଳ ହୋଇଥଏ।
ଭଦ୍ରକରେ ବଙ୍ଗୀୟ ପରମ୍ପରାରେ ପୂଜାର୍ଚ୍ଚନା: ମୁଣ୍ଡରେ ଝୁଣା ନିଆଁ ଧରି ଆଳତି କରନ୍ତି ମାନସିକଧାରୀ ମହିଳା
ବଙ୍ଗୀୟ ପରମ୍ପରାରେ ପୂଜା ପାଉଛନ୍ତି ମାଆ ଦୁର୍ଗା। ମହିଳାମାନେ ମୁଣ୍ଡରେ ଧରିଛନ୍ତି ମାନସିକର ଝୁଣା। ଭଦ୍ରକ ସନ୍ତିଆ ନୀଳକଣ୍ଠପୁର ସାହିରେ ବଙ୍ଗୀୟ ପରମ୍ପରାରେ ମା’ଙ୍କ ପୂଜା କରାଯାଉଛି ।