ନ୍ୟୁୟର୍କରେ ମୋଦିଙ୍କୁ ଭବ୍ୟ ସ୍ୱାଗତ । ୨୫ହଜାର ପ୍ରବାସୀ ଭାରତୀୟ କଲେ ସ୍ୱାଗତ

Advertisment

ନ୍ୟୁୟର୍କରେ ମୋଦୀ ମୋଦୀ। କ୍ବାଡ୍ ସମ୍ମିଳନୀରେ ଯୋଗ ଦେବା ପରେ ନ୍ୟୁୟର୍କରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ଜୋରଦାର ସ୍ୱାଗତ କରିଛନ୍ତି ପ୍ରବାସୀ ଭାରତୀୟ ।

ନ୍ୟୁୟର୍କରେ ମୋଦୀ ମୋଦୀ। କ୍ବାଡ୍ ସମ୍ମିଳନୀରେ ଯୋଗ ଦେବା ପରେ ନ୍ୟୁୟର୍କରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ଜୋରଦାର ସ୍ୱାଗତ କରିଛନ୍ତି ପ୍ରବାସୀ ଭାରତୀୟ ।

nurk

କନକବ୍ୟୁରୋ: ନ୍ୟୁୟର୍କରେ ମୋଦୀ ମୋଦୀ  କ୍ବାଡ୍ ସମ୍ମିଳନୀରେ ଯୋଗ ଦେବା ପରେ ନ୍ୟୁୟର୍କରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ଜୋରଦାର ସ୍ୱାଗତ କରିଛନ୍ତି ପ୍ରବାସୀ ଭାରତୀୟ । ୨୫ ହଜାର ଭାରତୀୟ ବଂଶଧରଙ୍କ ଉଦେଶ୍ୟରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ । ମୋଦୀଙ୍କ ଗସ୍ତକୁ ନେଇ ଭାରତୀୟମାନେ ବେଶ ଉତ୍ସାହିତ ଅଛନ୍ତି । 

ଆଗକୁ ଆମେରିକାର ନିର୍ବାଚନ ଥିବାରୁ ପ୍ରବାସୀ ଭାରତୀୟଙ୍କୁ ମୋଦୀ କାହାକୁ ଭୋଟ ଦେବାକୁ କହିବେ ତାକୁ ନେଇ ଚର୍ଚ୍ଚା ଜାରି ରହିଛି ।  ଗତକାଲି ଆମେରିକାର ପେନିସେଲଭିନିଆର ଫିଲାଡେଲଫିଆରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଜୋରଦାର ସ୍ବାଗତ କରିଛନ୍ତି ପ୍ରବାସୀ ଭାରତୀୟ । 

ବିମାନ ବନ୍ଦର ବାହାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ କରିବା ପାଇଁ ଶତାଧିକ ପ୍ରବାସୀ ଭାରତୀୟ ଅପେକ୍ଷା କରି ରହିଥିଲେ। ପାରମ୍ପରିକ ନାଚଗୀତରେ ମୋଦୀଙ୍କୁ ଫିଲାଡେଲଫିଆରେ ସ୍ବାଗତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe